ଗୁରୁପୂଜନ ଉତ୍ସବ,

ଭଞ୍ଜନଗ,(ବବି ରଥ):-

ଗୁରୁପୂଜନ ଉତ୍ସବ ତଥା ଅବସର ପ୍ରାପ୍ତ ଶିକ୍ଷକ /ଶିକ୍ଷୟତ୍ରୀ ସମ୍ବର୍ଦ୍ଧନା ସଭା ଭଞ୍ଜନଗର ଟାଉନ ହଲ ଠାରେ ସ୍ଥାନୀୟ ବିଧାୟକ ଙ୍କ ଉପସ୍ଥିତି ରେ କରାଯାଇଥିଲା. ଏହି ବ୍ଲକ ର ସମସ୍ତ ଅବସର କର୍ମକର୍ତ୍ତା ଙ୍କୁ ମାନପତ୍ର ସହ ଫୁଲତଡା ଆଦି ପ୍ରଦାନ କରାଯାଇଥିଲା ସମସ୍ତ ସରକାରୀ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ରେ. ଏଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳ ବାସୀ ଭୂରୀ -ଭୂରୀ ପ୍ରଶଂସା କରିଛନ୍ତି. ଆଗାମୀଦିନ ରେ ଏଭଳି ନିଆରା କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ସହିତ ଧନ୍ୟବାଦ ପ୍ରଦାନ କରାଗଲା.

Smart Computer Ad
You might also like
error: Content is protected !!