ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି)ରେ ସ୍ବର୍ଣ୍ଣ,ରୌପ୍ୟ ପଦକ ଜିତିଲେ ଖାରିଆଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ ;…

ପାତ୍ରପୁର,(ବିଚିତ୍ର ସାହୁ):- ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ପାତ୍ରପୁର ବ୍ଲକ ଖାରିଆଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଏବଂ ଗଞ୍ଜାମ ଜିଲ୍ଲାକୁ ଲିପ୍ସାରାଣୀ ବାଡତ୍ୟା ଓ ଶୁଭମ ପ୍ରଧାନ ଗୌରବାନ୍ବିତ କରିଛନ୍ତି l ଗତ 15 ରୁ 16 ତାରିଖ ମଧ୍ୟରେ…

ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ସହରର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି l ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସରକାରୀ ଅଫିସ,ଦୋକାନ ବଜାର ସମେତ ଅନ୍ୟାନ୍ୟ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଟିତ ହୋଇଯାଇଛି l ସେହିଭଳି ମା ତାରା ତାରିଣୀ କ୍ରସର୍ ପରିସରରେ ପୂଜାର…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଗିଆପଲ୍ଲୀ ରେ ଚକ୍ଷୁ ପରୀକ୍ଷା ଶିବିର ଓ ମା ପାଇଁ ଗଛଟିଏ କାର୍ଯକ୍ରମ।

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ଉପକଣ୍ଠସ୍ଥିତ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁକୁଡ଼ାଖଣ୍ଡି ବ୍ଲକ୍ ତରଫରୁ ଗୁରୁଣ୍ଠ, ବୋରିଗାଁ ଓ ହୁଗୁଳପଟା ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟର ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ର ଛାତ୍ରୀଙ୍କୁ ନେଇ ଛକ୍ଷୁ ପରୀକ୍ଷା…

ମୋଦୀଙ୍କ ଜନ୍ମ ଦିନରେ ବିଧାୟକ ଓ ସାଂସଦ ଙ୍କ ଦ୍ଵାରା ବୃକ୍ଷ ରୋପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):- ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ…

ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେବନ ମହୋତ୍ସବ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ୭୫ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଦେଶ ବ୍ୟାପୀ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ଣରେ ସ୍ଥାନୀୟ…

EVMରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- EVM ବାଲଟ୍ ପେପରକୁ ଅଧିକ ପାଠ୍ୟ କରିବାକୁ ନିର୍ଦ୍ଦେଶାବଳୀ ସଂଶୋଧନ EVMରେ ପ୍ରଥମ ଥର ପାଇଁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ କ୍ରମିକ ସଂଖ୍ୟା ମଧ୍ୟ ଅଧିକ ପ୍ରମୁଖ ଭାବେ ପ୍ରଦର୍ଶିତ ହେବ ବିହାରରୁ ଆରମ୍ଭ କରିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା…

ମହିଳା କନେଷ୍ଟବଳ ନିଖୋଜ ମାମଲା: ହତ୍ୟା କରି ଫିଙ୍ଗି ଦେଇଥିବା ମାନିଲା ପ୍ରେମିକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜଧାନୀରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ମାମଲାରେ ପୁଲିସକୁ ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳ ଅଟକ । ହତ୍ୟା କରି କେନ୍ଦୁଝର ଜଙ୍ଗଲରେ ଫିଙ୍ଗିଦେଇଥିବା ମାନିଲା ଅଭିଯୁକ୍ତ । ମୃତଦେହ ଉଦ୍ଧାର ପାଇଁ କେନ୍ଦୁଝର ଗଲ ସ୍ପେଶାଲ ସ୍କ୍ୱାଡ୍‌ ।…

ପ୍ରଧାନ ମଓଡିଶାକୁ ନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ  ”  ମାଆ ପାଇଁ ଗଛ ଟିଏ ”…

  କଣ୍ଟିଲୋ(ପ୍ରଭାକର ଶିରମଣି):- ପ୍ରଧାନ ମଓଡିଶାକୁ ନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ  "  ମାଆ ପାଇଁ ଗଛ ଟିଏ " ଅଭିଯାନ ସମଗ୍ର ଓଡ଼ିଶାର. କୋଣ ଅନୁକୋଣ ରେ ଆଜି ବୁଧବାର ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର…

ମୋବାଇଲ ଫୋନ ଉଦ୍ଧାର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ସାଇବର ପୋଲିସ ଷ୍ଟେସନ୍ ଉତ୍ସର୍ଗୀକୃତ ଅନଲାଇନ୍ ସହାୟତା ବ୍ୟବସ୍ଥା ଆରମ୍ଭ କରିଛି l ଆରମ୍ଭ ହେବାର କିଛି ଦିନ ମଧ୍ୟରେ ୩୦ଲକ୍ଷ ମୂଲ୍ୟର ୧୦୦ଟି ହଜିଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି l ଦକ୍ଷିଣାଞ୍ଚଳ ରେଞ୍ଜର ଆଇଜି ନୀତି ଶେଖର ଡିପିଓ…

ମା ଦୁର୍ଗା ଦେବୀ ପୀଠ ରେ ଶାରଦୀୟ ଦଶହରା ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ

ବାଲିଗୁଡା,୧୮/୦୯:(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସ୍ଥିତ ନୁଆସାହି ମା ଦୁର୍ଗା ଦେବୀ ପୀଠ ରେ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ଗତକାଲି ସ୍ଥାପନ କରାଯାଇଛି| ପ୍ରତିବର୍ଷ ଭଳି ଚଳିତ ବର୍ଷ ନୁଆସାହି ସ୍ଥିତ ମା ଦୁର୍ଗା ଦେବୀ ଙ୍କ ପୀଠ ରେ…
error: Content is protected !!