ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସହରର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି l ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସରକାରୀ ଅଫିସ,ଦୋକାନ ବଜାର ସମେତ ଅନ୍ୟାନ୍ୟ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଟିତ ହୋଇଯାଇଛି l ସେହିଭଳି ମା ତାରା ତାରିଣୀ କ୍ରସର୍ ପରିସରରେ ପୂଜାର ଆୟୋଜନ କରାଯାଇଥିଲା l ଯୁବ ସମାଜସେବୀ ସୁନୀଲ ବିଷୋୟୀ ପୂଜା ପରିଚାଳନା କରିଥିଲେ l ଅନ୍ୟମାନେ ଏହାକୁ ସହଯୋଗ କରିଥିଲେ l

You might also like
error: Content is protected !!