ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି ।…

ବାଲିଗୁଡା ଏନଏସି ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ବାଲିଗୁଡା, ୨୪/୦୯ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ସାମୁହିକ ସଫେଇ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି lଏଥିରେ ବାଲିଗୁଡା ଏନଏସୀ ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ,ଏନଏସୀ ର କାର୍ଯ୍ୟ ନିର୍ବାହୀ ଅଧିକାରୀ…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର

ଭୁବନେଶ୍ୱର,(ପିଆଇବି):- ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି "ଗାନ୍ଧୀଜୀଙ୍କ…

ଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର

ବାଲିଗୁଡା, ୨୪/୦୯ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଆଜି ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ମିଳିତ ପ୍ରଚେଷ୍ଟାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି lଡାକ୍ତର ସି ରାମଚନ୍ଦ୍ର ପାତ୍ର…

ମେଗା ରକ୍ତ ଓ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ବିଧାୟକ ଅନିଲ କୁମାରଙ୍କ ସଂଯୋଜନାରେ ମେଗା ରକ୍ତ ଦାନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ସରୋଜ ସାବତ, କାହ୍ନୁ ଚରଣ ପତିଙ୍କ ସମେତ ବିଜେପି କର୍ମକର୍ତ୍ତା ଏହି ଅବସରରେ ଯୋଗ ଦେଇଥିଲେ l ୧ ହଜାରେ ରୁ ଅଧିକ ରକ୍ତ ସଂଗ୍ରହ…

ପାର୍ବଣ ଋତୁ ଆରମ୍ଭ, ଉତ୍ସବ ମୁଖର ମହାନଗର

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ପାର୍ବଣ ଋତୁର ଆଗମନ ସହିତ ମହାନଗର ଉତ୍ସବ ମୁଖର ହୋଇଉଠିଛି। ପ୍ରତିବର୍ଷ ପରି ଆଶ୍ୱିନ ମାସର ଶରତ ଋତୁରେ ପାଳିତ ଦୁର୍ଗା ପୂଜା ଚଳିତ ବର୍ଷ ମଧ୍ୟ ଭବ୍ୟ ଭାବରେ ଆୟୋଜନ ହେବ। ମହାଳୟାରୁ ଦେବୀଙ୍କ ଆଗମନ, ପଞ୍ଚମୀରୁ ପୂଜା ଆରମ୍ଭ ହୋଇ ମହାଷ୍ଟମୀ,…

ଜଟଣୀ ପୋଲିସ ୬ ଜଣ ଯୁବକଙ୍କୁ ଗାଡି ଚେକିଙ୍ଗ ଆଳରେ କାବୁକରିବା ସହ ସେମାନଙ୍କ ଠାରୁ ୩ଟି ବାଇକ ଓ ୩ଟି ଖଣ୍ଡା ଜବତ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସଞ୍ଜୀବ କୁମାରଅଭିଯୋଗକାରୀ ସମରେଶ କୁମାର ଲେଙ୍କାଙ୍କ ଲିଖିତ ରିପୋର୍ଟ ଆଧାରରେ, ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ ଏସ୍.କେ. ଆବିଦ, ମୋହନ ରାମ ଯାଦବ ଓରଫ ବିବେକ, ନଇମ ହୁସେନ ଖାନ ଓରଫ ରାଜା, ଏସ୍.କେ.…

ଶସ୍ତା ହେଲା ରେଳ ନୀର.

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଶସ୍ତା ହେବ ଟ୍ରେନ୍‌ରେ ମିଳୁଥିବା ପାଣି ବୋତଲ ‘ରେଳ ନୀର’ ୧୫ ଟଙ୍କା ବଦଳରେ ୧୪ ଟଙ୍କାରେ କିଣିବେ ଯାତ୍ରୀ ଅଧା ଲିଟର ‘ରେଳ ନୀର’ର ଦାମ୍‌ ₨୧୦ ବଦଳରେ ହେବ ₨୯ ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର

ବରିଷ୍ଠ ନାଗରିକ ମଞ୍ଚ ,ଖୋର୍ଦ୍ଧାର କାର୍ଯ୍ଯାଳୟରୁ ଶତାଧିକ ସଦସ୍ୟଙ୍କ ଜନସଚେତନତା ଶୋଭାଯାତ୍ରା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବରିଷ୍ଠ ନାଗରିକ ମଞ୍ଚ ,ଖୋର୍ଦ୍ଧାର କାର୍ଯ୍ଯାଳୟରୁ ଶତାଧିକ ସଦସ୍ୟଙ୍କ ଜନସଚେତନତା ଶୋଭାଯାତ୍ରା ବାହାରି ଇଗଲ କ୍ଲବ୍,ଖୋର୍ଦ୍ଧା କ୍ଲବ୍, ପୁରୁଣା ବସଷ୍ଟାଣ୍ଡ, ଟ୍ରାଫିକ ଛକ, ଜୟୀ ରାଜଗୁରୁ ଟାଉନ ହଲ୍, ଷ୍ଟେଟ ବ୍ୟାଙ୍କ ଛକ, ହାବେଳି ଛକ, ନୂଆ ବସଷ୍ଟାଣ୍ଡ…

ବାଲିଗୁଡ଼ା ରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ବାଲିଗୁଡା, ୨୧/୦୯ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ ହୋଇଯାଇଛି l ଭାରତର ଯଶସ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବାଲିଗୁଡ଼ା ର ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣ ରେ ସ୍ୱଚ୍ଛ ଭାରତ…
error: Content is protected !!