ଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର

ବାଲିଗୁଡା, ୨୪/୦୯ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଆଜି ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ମିଳିତ ପ୍ରଚେଷ୍ଟାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି lଡାକ୍ତର ସି ରାମଚନ୍ଦ୍ର ପାତ୍ର ମୁଖ୍ଯ ଅତିଥି, ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ଯୁବ ରେଡକ୍ରସ୍ କନ୍ଧମାଳ, ଜିଲ୍ଲା ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ଯ, କାର୍ଯ୍ଯକ୍ରମ ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହମନ୍ ଦିବାକା କାଉନ୍ସେଲର ମାନସ ଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିରଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର

ରଂଜନ ପ୍ରଧାନ,ଏକାଉଣ୍ଟ ବର୍ସର ସରୋଜକୁମାର ପାଠୀ, ଅଧ୍ଯାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଶୈକ୍ଷିକ ପରାମର୍ଶଦାତା ଡ ସୁଶାନ୍ତ କୁମାର ଦାସ ଛାତ୍ରଛାତ୍ରୀ ଓ ସ୍ୱେଛ୍ଛାସେବୀଂକୁ ରକ୍ତଦାନ କରି ଜୀବନ ଦାନ କରିବାକୁ ଉସ୍ଛାହିତ କରିଥିଲେ lଏଥିରେ ୫୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା lଅଧ୍ଯାପକ ନୀଳାଚଳ ମହାରଣା, କାହ୍ନୁ ଗମାଂଗ, ଅବିନାଶ ମହାପାତ୍ର, କୁନି ନାୟକ, ଅମିତାଭବଚନ ନାୟକ ମଧ୍ଯ ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ଯାଳୟର ସମସ୍ତ କର୍ମଚାରୀ ସହୃଦୟତା ସହ ଏହି ରକ୍ତଦାନରେ ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!