ଶସ୍ତା ହେଲା ରେଳ ନୀର.

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଶସ୍ତା ହେବ ଟ୍ରେନ୍‌ରେ ମିଳୁଥିବା ପାଣି ବୋତଲ ‘ରେଳ ନୀର’ ୧୫ ଟଙ୍କା ବଦଳରେ ୧୪ ଟଙ୍କାରେ କିଣିବେ ଯାତ୍ରୀ ଅଧା ଲିଟର ‘ରେଳ ନୀର’ର ଦାମ୍‌ ₨୧୦ ବଦଳରେ ହେବ ₨୯ ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର

Smart Computer Ad
You might also like
error: Content is protected !!