ଦୁଇ ବିଦ୍ୟାଳୟର ମିଳିତ ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ
ନୟାଗଡ(ପ୍ରଭାକର ଶିରୋମଣି):-
ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ବିଦ୍ୟାପୀଠ ଓ କୁଞ୍ଜବିହାରୀ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୭୫ ମସିହା ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମିଳିତ ସହଯୋଗରେ ରବିବାର ପଥର ଚକଡା ସ୍ଥିତ ମା '!-->!-->!-->…