ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ବାଲିଗୁଡା,୦୨/୧୧(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସଂଘର ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଆକ୍ସିସ ବ୍ୟାଙ୍କ…

ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ରେ ଜୀବନ ପ୍ରମାଣପତ୍ର ପ୍ରଦାନ

ବାଲିଗୁଡା: ୦୧/୧୧ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟ ପରିସରରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ର ରେ କାର୍ଯ୍ୟ ଆରମ୍ଭ ହୋଇଛି l ଉପ କୋଷାଗାର ଅଧିକାରୀ…

ଆଦିବାସୀ ମହାବିଦ୍ଯାଳୟରେ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା

ବାଲିଗୁଡା,୦୧/୧୧(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଆଜି ମଧ୍ଯାହ୍ନରେ ଆଦିବାସୀ ମହାବିଦ୍ଯାଳୟ ଛାତ୍ରଛାତ୍ରୀଂକ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ଅଧ୍ଯକ୍ଷ ଡ ବିଭୂତିଭୂଷଣ ଆତାର୍ଯ୍ଯ ଯୁବ ରେଡକ୍ରସ୍ କାଉନ୍ସେଲର ମାନସରଂଜନ ପ୍ରଧାନ,…

କମିଶନଙ୍କ ଜନଶୁଣାଣୀ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥିଭବନ ଠାରେ , ଜାତୀୟ ପଛୁଆ ବର୍ଗ କମିଶନଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ସଭାପତି ପ୍ରମୋଦ ଜେନାଙ୍କ ନେତୃତ୍ୱ ରେ ସାତ ଜଣିଆ ପ୍ରତନିଧି ଦଳ ଦଳପତି (ଦଳୁଆ ) ଜାତିକୁ ପଛୁଆ ଜାତି/ବର୍ଗ ରେ ଅନ୍ତର୍ଭୁକ୍ତ କରିବା ପାଇଁ…

ଆଦିବାସୀ ମହାବିଦ୍ଯାଳୟରେ ଏକତା ଦିବସ ପାଳିତ

ବାଲିଗୁଡା:୩୦ /୧୦ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ସ୍ଥାନୀୟ ଆଦିବାସୀ ମହୀବିଦ୍ଯାଳୟରେ ଆଜି ଅଧ୍ଯକ୍ଷ ଲକ୍ଷ୍ମଣ ପାଳଂଜ ସଭାପତିତ୍ୱରେ ଏକତା ଦିବସ ପାଳିତ ହୋଇଯାଇଛି lଏହି ସଭାରେ ଉପଖଂଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ରପ୍ରସାଦ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ଛାତ୍ରଛାତ୍ରୀଂକୁ ଜାତୀୟ…

ଜିଲ୍ଳା ବିଚାରପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଜିଲ୍ଲା ଓ ଦୌରା ବିଚାରପତି ଡ଼.ଭାଗ୍ୟଲକ୍ଷ୍ମୀ ରଥଙ୍କ ଓଡିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ରୂପ ବଦଳି ହୋଇଛି l ଏହି ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଗଞ୍ଜାମ ଓକିଲ ସଂଘ ତରଫରୁ ପ୍ରଦାନ କରାଯାଇଛି l ସଭାପତି ମୋନଜ ପଟ୍ଟନାୟକ,ଉପସଭାପତି ଟି କେ…

ମା’ ପାଟଖଣ୍ଡା ମନ୍ଦିର ହୁଣ୍ଡି ରୁ ରୂପା ମୁଦି, ଆଖି ଓ ନଗଦ ଟଙ୍କା ବାହାରିଲା

ବାଲିଗୁଡା: ୨୬/୧୦ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର…

କ.ନୂଆଗାଁ ବ୍ଲକ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମୂଲ୍ୟାୟନ

ବାଲିଗୁଡା: ୨୭/୧୦ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ର କ.ନୂଆଗାଁ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମଲିକ, ଗୋଷ୍ଠୀ ଶିକ୍ଷା ସାଧନକେନ୍ଦ୍ର ସଂଯୋଜକ ଶ୍ରୀ ଚୈତନ୍ୟ କହଁର ଓ ଗୋଷ୍ଠୀ ସହଶିକ୍ଷାଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ହରିହର ମଲିକ ଙ୍କ ତତ୍ତ୍ୱାବଧାନରେ…

ବିପଦର ବନ୍ଧୁ ଦ୍ଵାରା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଖାଦ୍ୟ ବଣ୍ଟନ

ବାଲିଗୁଡା: ୨୬/୧୦ (ସୁକାନ୍ତ କୁମାର ତ୍ରିପାଠୀ )ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ବିପଦର ବନ୍ଧୁ ବାଲିଗୁଡା ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ମାସର ପ୍ରତ୍ୟେକ ଶେଷ ରବିବାର ରାତିରେ ଯାତ୍ରୀ ଓ ଅନ୍ୟ ମାନଙ୍କୁ ଦେୟମୁକ୍ତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏହି ଦେୟମୁକ୍ତ ଖାଦ୍ୟ ବଣ୍ଟନ…

ଓଡ଼ିଶା ରେ ସିଧାସଳଖ ୪୨୧୯ ପୋଲିସ କନେଷ୍ଟବଳ ନିଯୁକ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଖାଲି ଥିବା ପୋଲିସ କନେଷ୍ଟବଳ ଉପରେ ସୂଚନା ଦିଆଯାଇଥିଲା ।* ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ପୋଲିସ ଡିଜି ଙ୍କୁ ଚିଠି , ଖାଲି ଥିବା ୪୨୧୯ ପୋଷ୍ଟ ସିଧାସଳଖ ନିଯୁକ୍ତି ପାଇଁ କୁହାଯାଇଛି ।* ଆବଶ୍ୟକ…
error: Content is protected !!