ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

ଭୁବନେଶ୍ୱର,(ବିଚିତ୍ର ସାହୁ):- କଟକ ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥି ପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର…

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣା ମେଣ୍ଟ ଶ୍ରୀ କୌଶିକ କପ ୨୦୨୫ , ବାଳକ ଓ ବାଳିକା ଦଳରେ ମୀନାକ୍ଷୀ ନଗର୍ ଜାଭିୟର୍ସ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର : ମହାତ୍ମାଗାନ୍ଧି ଷ୍ଟାଡିୟମ୍ ପରିସରରେ ଶ୍ରୀ କୌଶୀକ୍ କପ୍ -୨୦୨୫ ନାମରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣ! ମେଣ୍ଟ ଆୟୋଜିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ବ୍ରହ୍ମପୁର ସହଯୋଗରେ ଏପରି…

ବନ ବିଭାଗ ଚେତାବନୀ, ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ନିଷେଧ : ପଶୁପ୍ରେମୀଙ୍କ ଚିନ୍ତା

ବ୍ରହ୍ମପୁର,ବିଚିତ୍ର ସାହୁ: ବନ ବିଭାଗ ତରଫରୁ “ମାଙ୍କଡ଼ମାନଙ୍କୁ ଖାଦ୍ୟ ଦିଅନ୍ତୁ ନାହିଁ” ବୋଲି ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଟଙ୍ଗାଯାଇଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଚନା ଓ ଉତ୍ସୁକତା ଦେଖାଦେଇଛି। ପଶୁପ୍ରେମୀଙ୍କ ମତ ଅନୁସାରେ, ବନାଞ୍ଚଳରେ ଖାଦ୍ୟ ଓ ଜଳସ୍ରୋତର ଅଭାବ…

ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ

ବାଲିଗୁଡା: ୧୨/୧୧ (ସୁକାନ୍ତ କୁମାର ତ୍ରିପାଠୀ)ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ, ଜମୁନାଲାଲ୍ ବଜାଜ୍ ସମ୍ମାନ ବିଜୟୀ, ଭୂ ସତ୍ୟାଗ୍ରହୀ ଓ କୋରାପୁଟିଆ ଗାନ୍ଧୀ ଭାବେ ବେଶ ପରିଚିତ ଥିବା ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ…

ବାଲିଗୁଡା ରେ ପ୍ରଥମାଷ୍ଟମୀ ପାଳନ

ବାଲିଗୁଡା: ୧୨/୧୧ (ସୁକାନ୍ତ କୁମାର ତ୍ରିପାଠୀ) ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ…

କାଶୀର ସନାତନୀ ସଂସ୍ଥା ପକ୍ଷରୁ”ମୋ ପରିବାର”ସମ୍ବର୍ଦ୍ଧିତ l ଜଟଣୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ମା"ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ "ମୋ ପରିବାର" ସବୁବେଳେ ନିଆରା କାର୍ଯ୍ୟ କରି ଚାଲିଛି ସେଥି ପାଇଁ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ଭାରତବର୍ଷର ସମସ୍ତ ଯୁବ ପୀଢ଼ିମାନଙ୍କୁ ସନାତନ…

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ମେଗା ଶିବିର ଆୟୋଜନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡିଏଲସି) ଦାଖଲ କରିବାରେ ସହଜ ପଦକ୍ଷେପରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରାଇବା କ୍ଷେତ୍ରରେ ସହଜ ସେବା ଉପଲବ୍ଧ କରାଇବା…

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫

ବାଲିଗୁଡା: ୧୧/୧୧ (ସୁକାନ୍ତ କୁମାର ତ୍ରିପାଠୀ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା…

ହାଇଆଲର୍ଟରେ ପୁରୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ-ହାଇଆଲର୍ଟ ନେଇ ପୁରୀ ଏସ୍‌ପିଙ୍କ ସୂଚନା-ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି-ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ-ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ…

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଭାବଶାଳୀ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିତ ସମନ୍ୱୟ ଏବଂ ସମ୍ପୂର୍ଣ୍ଣ ମକ୍ ଡ୍ରିଲ୍ ଯୋଜନା* ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ରେଳ ସମ୍ବନ୍ଧୀୟ ଜରୁରୀକାଳୀନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ସହଭାଗୀ ମାନଙ୍କ…
error: Content is protected !!