ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ବାଲିଗୁଡା: ୧୬/୧୧ (ସୁକାନ୍ତ କୁମାର ତ୍ରିପାଠୀ ) ବାଲିଗୁଡା ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲରେ ଚତୁର୍ଥ ତମ ବାର୍ଷିକ କ୍ରୀଡା ଉତ୍ସବ ୧୫ ଓ ୧୬ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଛି l୧୫ ତାରିଖ ଦିନ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ତୀର୍ଥବାସୀ ଘଡ଼ାଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ!-->…