ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁରର ୨ ସରକାରୀ ବାବୁ

ଲାଞ୍ଚ ନେଇ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲାର ୨ ସରକାରୀ ଅଧିକାରୀ ବୟନ ବିଭାଗର ସହାୟକ ନିର୍ଦ୍ଦେଶକ ସତ୍ୟାନନ୍ଦ ବେହେରା ଧରାପଡ଼ିଲେ ଉଲୁଣ୍ଡାର ବୁଣାକାର ସମବାୟ ସମିତି ସଂପାଦକ ରମାକାନ୍ତ ମେହେର ବି ଧରାପଡ଼ିଲେ *ଟ୍ରେନିଂ ଷ୍ଟାଇପେଣ୍ଡ ରିଲିଜ୍ ପାଇଁ ୩୬ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ.*

You might also like
error: Content is protected !!