ପଲ୍ୟୁସନ ସାର୍ଟିଫିକେଟ୍ ଅଛି କି ନାହିଁ ? ବିବ୍ରତ ହୁଅନ୍ତୁ ନାହିଁ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ଵର: ବୈଧ ପ୍ରଦୂଷଣପତ୍ର ସାର୍ଟିଫିକେଟ୍ ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି। ଏମିତି ଖବର ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ଜନତାଙ୍କୁ ଚିନ୍ତାରେ ପକାଇଛି ବିଶେଷ କରି ଯେଉଁମାନଙ୍କ ଗାଡ଼ିରେ ଚାଲାଣ ବାକି ରହିଛି। ଏହି…

ପ୍ରଗତି ପରିଷଦ’ ପକ୍ଷରୁ ୧୦୦ଜଣଙ୍କୁ ଶୀତବସ୍ତ୍ର ବଣ୍ଟନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଗତି ପରିଷଦ’ ପକ୍ଷରୁ ୧୦୦ଜଣଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଅନୁଷ୍ଠାନରପ୍ରତିଷ୍ଠାତା ତଥା ସମ୍ପାଦକ ବାବୁ ହୋତାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ମୁଖ୍ୟ ଅତିଥ୍‌ଭାବେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଯୋଗଦେଇଥିଲେ।…

ଗଳାଶଙ୍ଖ ନିର୍ମାଣ ଦାବି

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଲାଞ୍ଜିପଲ୍ଲୀ -ରାମନଗର ଠାରେ ଏକ ରେଳ ଫାଟକ ରହିଛି l ଏହା ପ୍ରତ୍ୟକ ଦିନ ବ୍ୟସ୍ତ ବହୁଳ ରହୁଛି l ଏଠାରେ ପ୍ରତି ୭ ମିନିଟ ରୁ ୧୦ ମିନଟ ମଧ୍ୟରେ ରେଳ ଯିବା ଓ ଆସିବା ଯୋଗୁଁ ପ୍ରାୟ ୧0 ରୁ ୧୫ ମିନଟ ଏହି ଫାଟକ ବନ୍ଦ…

ଡି ଏ ଭି ପବ୍ଲିକ ସ୍କୁଲ ରେ ରକ୍ତ ଦାନ ଶିବିର ,୩୨ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର.(ବିଚିତ୍ର ସାହୁ):- ଗୋଷାଣୀ ନୁଆ ଗ୍ରାମ ସ୍ଥିତ ଡି ଏ ଭି ପବ୍ଲିକ ସ୍କୁଲରେ ସୋମବାର ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିବା ସହ ରକ୍ତ ଦାନର ମହତ୍ତ୍ଵ ନେଇ…

ବଡ଼ଖେମୁଣ୍ଡି ସାହି ପାଠାଗାରକୁ ମିଳିବ ନୂଆ ରୂପ

ବ୍ରହ୍ମପୁର,(ବିଚିତ୍ର ସାହୁ):- ମହାନଗର ନିଗମ ୱାର୍ଡ ନମ୍ବର-୨୩ ଅନ୍ତର୍ଗତ ବଡ଼ଖେମୁଣ୍ଡି ସାହି ପାଠାଗାର ଦୀର୍ଘକାଳ ଧରି ଏକ ପରିଚିତ ଓ ପୁରାତନ ପାଠାଗାର ଭାବେ ପରିଚୟ ରଖିଆସୁଥିଲା। ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଏହାର ଅବଦାନ ସ୍ଥାନୀୟବାସୀଙ୍କ ମଧ୍ୟରେ ସଦା…

କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଲିଗୁଡା,୨୨/୧୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି, ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ଯ ଗୋଇବନ୍ଧା ଘାଇ ନିକଟ ଶାଳ ବଣରେ ଏକ ଶାନ୍ତକାନ୍ତ…

ଚାକିରୀ କରାଇ ଦେବି କହି ଠକେଇ, ଢ଼ାବା ମାଲିକ ଗିରଫ

ବାଲିଗୁଡା: ୨୨/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିନସ୍ଥ ଦାରିଙ୍ଗିବାଡ଼ି ଛକରେ ଥିବା ଢ଼ାବା ମାଲିକ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକ (୨୯) ବିଭିନ୍ନ ଉପାୟରେ ଜନସାଧାରଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା…

ଜଟଣୀର ପ୍ରଥମ ପଥ ଉତ୍ସବ ଦୁମ୍ ଧମ୍ ରେ ସଫଳ ହେଲା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ବହୁ ପ୍ରତିକ୍ଷିତ ଜଟଣୀ ବାସୀଙ୍କ ଆଶା ପ୍ରଥମ୍ ପଥ ଉତ୍ସବକୁ ଶୀତୁଆ ସକାଳରେ ଜଟଣୀ ବାସୀ ପାଳନ କରୁଛନ୍ତି।ବାହୁ ଦିନର ଆଶା ଥିଲା ଆମ ଜଟଣୀ ଭୁବନେଶ୍ଵର ଠାରୁ କିଛି ଦୂରରେ କିନ୍ତୁ ଆମେ ସ୍ମାଟ ସିଟିରୁ ଅବହେଳିତ, ଆଜି କିନ୍ତୁ ଜଟଣୀ ମାଟିର ପୁଅ ଓଡିଶା…

ଦୁଇ ଅପରାଧୀ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଟାଉନ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ସୁଭମ ମାଝୀ (୨୨)ଆଲୋକ ମଳିକ (୨୬) ଙ୍କୁ ପୋଲିସ ଗିରଫ କରିଛି l ଧମକ,ଆକ୍ରମଣ, ଜାତିଗତ ଶବ୍ଦ ବ୍ୟବହାର କରି ଗାଳି ଦେବା,ପିସ୍ତଲ ଏବଂ ଖଣ୍ଡା ଦେଖାଇବା ଏବଂ ଟଙ୍କା ଆଦାୟ ଦାବି ଅଭିଯୋଗରେ ଦୁହେଁଙ୍କୁ…
error: Content is protected !!