ପ୍ରଗତି ପରିଷଦ’ ପକ୍ଷରୁ ୧୦୦ଜଣଙ୍କୁ ଶୀତବସ୍ତ୍ର ବଣ୍ଟନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପ୍ରଗତି ପରିଷଦ’ ପକ୍ଷରୁ ୧୦୦ଜଣଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଅନୁଷ୍ଠାନରପ୍ରତିଷ୍ଠାତା ତଥା ସମ୍ପାଦକ ବାବୁ ହୋତାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ମୁଖ୍ୟ ଅତିଥ୍‌ଭାବେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଯୋଗଦେଇଥିଲେ। ମୁଖ୍ୟ ବକ୍ତାଭାବେଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ଵାଳ ଏବଂ ସମ୍ମାନିତ ଅତିଥିଭାବେ ପୌରାଧ୍ୟକ୍ଷ ଅନନ୍ତ ବେହେରା, ବରିଷ୍ଠ ଅଧିବକ୍ତା ବୀରେନ୍ଦ୍ର ପଟ୍ଟନାୟକ,ଖବରଦାତା ରବି ସ୍ୱାଇଁ, ଆଇନ ପରାମର୍ଶଦାତା ବିଜୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜକ ଅନୁଷ୍ଠାନର ସଭାପତି ପ୍ରଦୀପ ମହା ପାତ୍ର, କାର୍ଯ୍ୟକାରୀ ସଭାପତି ବବୀନ୍ଦ୍ର ଜେନା, ସଙ୍ଗଠନ ସମ୍ପାଦକ ସୌମେନ୍ଦ୍ର ମିଶ୍ର, ମିଡିଆ ସଂଯୋଜକ ରାଜୀବ ମହାନ୍ତି, ଉପଦେଷ୍ଟା ଜ୍ଞାନ ଭୂଷଣ ସାହୁ, ତନୁଜା ଗୁପ୍ତା, ନିରଞ୍ଜନ ମହାପାତ୍ର, ସଞ୍ଜୟ ପାଣ୍ଡେ ପ୍ରମୁଖ ପରିଚାଳନା କରିଥିଲେ।

You might also like
error: Content is protected !!