ବର୍ଷର ଶେଷ ରବିବାର: ୭୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ଙ୍କ ନୀଳମାଧଵ ଦର୍ଶନ
ନୟାଗଡ଼(ପ୍ରଭାକର ଶିରୋମଣି):-
ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ଆଜି ବର୍ଷର ଶେଷ ରବିବାରରେ ନୀଳମାଧଵ ପୀଠରେ ପ୍ରବଳ ଭିଡ଼ ଲାଗି ରହିଥିଲା l ବିଶେଷତଃ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା ବେଳେ ଦର୍ଶନ କରିବା ପାଇଁ ଧାଡି ରେ ବହୁ ସମୟ ଛିଡା ହେବାକୁ ପଡୁଥିଲା ଆଇନ ଶୃଙ୍ଖଳା ରକ୍ଷା ପାଇଁ!-->!-->!-->…