ବାଜପେୟୀଙ୍କ ଜନ୍ମ ବାର୍ଷିକୀ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସହରର ବିଭିନ୍ନ ସ୍ଥାନରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ବାର୍ଷିକୀ ପାଳନ ହୋଇଯାଇଛି l ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି l ପଦଯାତ୍ରା, କ୍ରିକେଟ,ସଭା ସମିତିର ଅୟୋଜନ ହୋଇଥିଲା l ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ,ବିଧାୟକ କେ ଅନୀଲ କୁମାର,ମେୟର ସଂଘମିତ୍ରା ଦଳାଇ,କାହ୍ନୁ ଚରଣ ପତି, ଶିଶିର ପାଢୀ, ସୁନୀଲ ସାହୁ, ପ୍ରଭାତ ଷଡ଼ଙ୍ଗୀ, ଏସ ରାଣୀ, କୁଞ୍ଜ ବିହାରୀ ପଣ୍ଡା, ଶରତ ପଟ୍ଟନାୟକ,ମଦନ ମୋହନ ପାତ୍ର,ସମେତ,ଯୁବ,ମହିଳା ଏବଂ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

You might also like
error: Content is protected !!