ଓଡିଶା ଶୁଣ୍ଢି ସମାଜ ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ତରଫରୁ ଅନୁଷ୍ଠିତ ହ‍ୋଇଥିଲା ଏହି ଅବସରରେ ଲ‍ୋଚାପଡାର‍ୋଡ ସ୍ଥିର ନୂତନ ରେ ହ‍ୋଇଥିବା ଶୁଣ୍ଢି ଭବନ ଉନ୍ମୋଚନ ହ‍ୋଇଥିଲା, ଆମ୍ବ ପୁଆ ନିକଟ ଏସ୍ ୩ ଲେନ୍ ରେ ବାର୍ଷିକ ଉଛବ ସମାରୋହ ଉଛାହ ସହ ଅନୁଷ୍ଠିତ ହ‍ଇଥିଲା ଓଡିଶା ବ୍ୟତିତ ଅନ୍ୟରାଜ୍ୟ ତଥା ନେପାଳ ଏବଂ ବିଭିନ୍ନ ରାଜ୍ୟରୁ ଶୁଣ୍ଢି ସମାଜର ମାନ୍ୟଗନ୍ୟ ବ୍ୟକ୍ତି ଯ‍ୋଗଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେରାଜ୍ୟ ସଭାପତି ବିକ୍ରମ କିଶ‍ୋର ସାହୁ, ଛତିଶଗଡ ସଭାପତି ଶିବ ପ୍ରସାଦ ଗୁପ୍ତା, ଉପଦେଷ୍ଟା କ‍ୋଦଣ୍ଡ ଚ‍ୌଧୁରୀ, ପେଟ୍ରନ୍ ପ୍ରତାପ ଚନ୍ଦ୍ର ବେହେରା, ବେଷ୍ଟ ବଗାଂଲ ସୁଜିତ କୁମାର ସାହା, ନେପାଳ ସଭାପତି ରାମଧାର ମହାସାତ, ଗ‍ଞ୍ଜାମ ଜିଲ୍ଲା ସଭାପତି ନିରଜଂନ ସାହୁ, ମହେନ୍ଦ୍ର ନାଥ ସାହୁ, ଦଖିନାଚଂଳ ସଭାପତି ନିର୍ମଳ କୁମାର ସାହୁ, କାମେଶ୍ୱର ବିଷ‍ୋଇ, ରାଜ୍ୟ ସାଧାରଣ ସଂପାଦକ ଉଦୟନାଥ ସାହୁ, ମହିଳା ସଭାନେତ୍ରୀ ସୁନନ୍ଦା ଚ‍ୌଧୁରୀ, ଯୁବ ସଭାପତି ମଂଗରାଜ ସାହୁ, କ‍ୋଷାଧ୍ୟଖ ସରତ କୁମାର ସାହୁ, ନଗର ସଭାପତି କୁନା ସାହୁ, ପଦ୍ମ ଚ‍ୌଧୁରୀ, ବାଂକ ବିଷୟୀ, ଶ‍ୌମୀକ ସାହୁ, ବିଜୟ କୁମାର ସାହୁ, ଜତିନ୍ଦ୍ରନାଥ ସାହୁ, ଭିଷ୍ମାଚାର୍ଯ୍ୟ ଚ‍ୌଧୁରୀ, ଦେବରାଜ ସାହୁ, ସୁଶାନ୍ତ କୁମାର ସାହୁ, ମେଜର କୁନା ସାହୁ, ଅଶ୍ବିନୀ କୁମାର ସାହୁ, ଭାଗରଥି ସାହୁ, ସୁରେନ୍ଦ୍ର ସାହୁ, ଧନଲଖ୍ମୀ ସାହୁ, ଦମୟନ୍ତୀ ସାହୁ, ହରପ୍ରୀୟା ସାହୁ, ସଂଗିତା ଚ‍ୌଧୁରୀ, ଶକଂର କୁମାର ସାହୁ, ତ୍ରିନାଥ ବିଷୟୀ ରତ୍ନ, ନାରାୟଣ ବିଷୟୀ, ନବଜୀବନ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ ତଥା ଶୁଣ୍ଢି ସମାଜର ଗଞ୍ଜାମ ଜିଲ୍ଲାର ଓଡିଶା, ବିଭିନ୍ନ ରାଜ୍ୟ ର ଶୁଣ୍ଢି ଭାଇ ଓ ଭ‍ଉଣୀ ମାନେ ଯ‍ୋଗଦେଇଥିଲେ

You might also like
error: Content is protected !!