ନିରାଡମ୍ବର ଭାବେ ପାଳିତ ହେଲା ବଡ଼ଦିନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଡିସେମ୍ବର ମାସ 25 ତାରିଖ ଦିନଟିକୁ ପବିତ୍ର ବଡ଼ଦିନ ଭାବେ ବିବେଚିତ କରାଯାଉଥିବା ବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତୋରଣ ତଥା ଜନ୍ମୋତ୍ସୋବ ଆଣିଦେଇଥାଏ ଖ୍ରୀଷ୍ଟବଲମ୍ବୀଙ୍କ ମନରେ ଆନନ୍ଦ ଉଲ୍ଲାସ l ଏଠାରେ ଥିବା ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ, ବେଥେଲ୍ ଚାପେଲ୍ ଚର୍ଚ୍ଚ, ସେଣ୍ଟ୍ ଜନ୍ ଚର୍ଚ୍ଚ ଆଦିରେ ବିଶେଷ ଗହଳି ହୋଇଥିବା ବେଳେ ରୋମାନ୍ କ୍ୟାଥଲିକ ଚର୍ଚ୍ଚ ରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଯୀଶୁଙ୍କ ଜନ୍ମୋତ୍ସୋବ ପାଳନ କରାଯାଇଛି l ଖ୍ରୀଷ୍ଟବଲମ୍ବୀ ମାନେ ନିଜ ନିଜ କେକ୍ କାଟି, ଘରକୁ ଆଲୋକ ରେ ସଜାଇ ଥିବା ଦେଖିବାକୁ ମିଳିଛି l

You might also like
error: Content is protected !!