ପିସ୍ତଲ ସହ ୪ ଗିରଫ
ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବୈଦ୍ୟନାଥପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି l ରଙ୍କ ଗଜେନ୍ଦ୍ର (୨୮), ଭଗବାନ୍ ବିଶୋଇ, କାହ୍ନୁ ଚରଣ ଜେନା,ପ୍ରସାନ୍ତ ଗଜେନ୍ଦ୍ର କୁ ପୋଲିସ ଗିରଫ କରିଥିବା କହିଛି l 4 ଟି ଗୁଳି ,ଓ ପିସ୍ତଲ ଜବତ କରିଛି l ପୋଲିସ ବିଭିନ୍ନ ସ୍ଥାନରେ ରାତ୍ରି!-->!-->!-->…