ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ନୟାଗଡ଼(ପ୍ରଭାକର ଶିରୋମଣି)

  କଣ୍ଟିଲା ୟୁ ନାଇଟେଡ଼କମରସିଆଲ ବ୍ୟାଙ୍କର ୮୪ ତମ ପ୍ରତିଷ୍ଠା ଦିବସ  ମଙ୍ଗଳବାର ପାଳିତ ହୋଇଯାଇଛି l ଏହି ଅବସର ରେ ଗ୍ରାହକ ମାନଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ପ୍ରଭାକର ଶିରୋମଣି ଓ ଖଲେଶ୍ୱର ସାହୁଙ୍କ ସହିତ ବ୍ୟାଙ୍କ ପରିଚାଳକ ବିଜୟ କୁମାର ପରିଡା ପୂଜାର୍ଚନା କରି ଏହି ପ୍ରତିଷ୍ଠା ଦିବସ କୁ ସ୍ମରଣୀୟ କରିବା ସଙ୍ଗେ ସଙ୍ଗେ ବ୍ୟାଙ୍କ ମାଧ୍ୟମ ରେ ଗ୍ରାହକ ମାନଙ୍କର ସେବା କରି ଲୋକାଭିମୁଖୀ କରିବାପାଇଁ ସୂଚନା ଦେଇଥିଲେ l ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମଏହି କାର୍ଯ୍ୟକ୍ରମ ରେ ସହକାରୀ ପରିଚାଳକ ଜିତେନ୍ଦ୍ର କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସୌମ୍ୟ ସ୍ୱାଗତ ମହାପାତ୍ର , କର୍ମଚାରୀ ଉତ୍ତମ କୁମାର ଶତପଥୀ, ସଂଜୀବ କୁମାର ପାତ୍ର, କବିରାଜ ଧଳ ଓ ସାଗରୀକା ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଅବସର ରେ ବ୍ୟାଙ୍କ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା l       

You might also like
error: Content is protected !!