ଡ ଅର୍ଚ୍ଚନା ପଟ୍ଟନାୟକଂକ ଅକାଳ ବିୟୋଗରେ ସ୍ମୃତି ସଭା ପାଳିତ


ବାଲିଗୁଡା: ୦୬/୦୧ (ସୁକାନ୍ତ କୁମାର ତ୍ରିପାଠୀ )
ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟର ପ୍ରାକ୍ତନ ତର୍କ ଓ ଦର୍ଶନ ଶାସ୍ତ୍ର ଅଧ୍ଯାପିକା ଡ ଅର୍ଚ୍ଚନା ପଟ୍ଟନାୟକଂକ ଅକାଳ ବିୟୋଗରେ ଆଜି ଅଧ୍ଯକ୍ଷ ଲକ୍ଷ୍ମଣ ପାଳଂକ ସଭାପତିତ୍ୱରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଂକୁ ନେଇ ଏକ ଭାବଗଂଭୀର ଶୋକାକୁଳ ପରିବେଶରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l

ଡ ଅର୍ଚ୍ଚନା ପଟ୍ଟନାୟକଂକ ଅକାଳ ବିୟୋଗରେ ସ୍ମୃତି ସଭା ପାଳିତ


୨୦୧୬ ଅକ୍ଟୋବରରୁ ୨୦୧୮ ପର୍ଯ୍ଯନ୍ତ ସେ ବାଲିଗୁଡାରେ ଅଧ୍ଯାପନା କରି ସ୍ଥାନାନ୍ତର ନେଇ ଭୁବନେଶ୍ୱରସ୍ଥିତ ସତ୍ଯସାଇ ମହିଳା ମହାବିଦ୍ଯାଳୟକୁ ଯାଇଥିଲେ lଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଂକ ଭକ୍ତି କରୁଥିଲେ lତାଂକ ଅମର ଆତ୍ମାର ସଦ୍ଗତି ସକାଶେ ସମସ୍ତେ ଦଂଡାୟମାନ ହୋଇ ୨ମିନିଟ୍ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l

You might also like
error: Content is protected !!