ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଆଜିଠାରୁ ସାରା ଦେଶରେ ସେବା ସଂକଳ୍ପ ସପ୍ତାହ ପାଳନ ଦେଶର ୭୫୦ ଜିଲ୍ଲାରେ ସେବା ସଂକଳ୍ପ ସପ୍ତାହ ପାଳନ ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ କଥା ହେବେ ମୋଦି ଓଡ଼ିଶାର ୩୧ ସାଂଗଠନିକ ଜିଲ୍ଲାର ଲୋକମାନଙ୍କ ସହ କଥା ହେବେ ମୋଦି ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବେ ଭୁବନେଶ୍ୱରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେବେ ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା କାର୍ଯ୍ୟକ୍ରମ ଅନ୍ୟ ସ୍ଥାନରେ ୨ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ ହେବେ
