ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଅକ୍ଟୋବର ୨୬ରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ହବିଷ୍ୟାଳି ଶିବିରରେ ରହଣି ପାଇଁ ଆଜିଠୁ ଅନଲାଇନ ଆବେଦନ ଅଢେଇ ହଜାର ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ବୃନ୍ଦାବତୀ ନିବାସ ସହ ୩ ଅସ୍ଥାୟୀ ଶିବିରରେ ବ୍ୟବସ୍ଥା- ଶିବିରରେ ମାଗଣା ରହିବା ଓ ମହାପ୍ରସାଦର ବ୍ୟବସ୍ଥା ଗାଡ଼ିରେ ନେଇ ଜଗା ଦର୍ଶନ କରାଇବ ପ୍ରଶାସନ
