ପନିର ଅପମିଶ୍ରଣ: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ନିଆଳି ପନିର ଅପମିଶ୍ରଣ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ହରିୟାଣା ଲ୍ୟାବ୍‌ରୁ ପନିର୍‌ ଅପମିଶ୍ରଣ ରିପୋର୍ଟ ଆସିବା ପରେ ଆକ୍ସନ ନିଆଳି ଅଞ୍ଚଳର ଦାୟିତ୍ୱରେ ଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସ ଦାୟିତ୍ବରେ ଅବହେଳା ପାଇଁ ବଦଳି ନିର୍ଦ୍ଦେଶ ଦେଲେ ସରକାର

Smart Computer Ad
You might also like
error: Content is protected !!