ଖୋର୍ଦ୍ଧା କଟକ ପୁରୀ ଜଗତସିଂହପୁର ପ୍ରଭାବିତ ହେବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା ପ୍ରେସମିଟ୍‌ରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା’ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍‌ରେ ବନ୍ୟା ପାଣି ଛଡ଼ା ଯାଇଛି’ ଆଜି ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ’ ‘କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବ’ କୌଣସି ପରିସ୍ଥିତିରେ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ନ ଛାଡ଼ିବାକୁ ଚେଷ୍ଟା’ ‘ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇରେ ବନ୍ୟା ଆସିବ ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ ବନ୍ୟା ରହିବ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ’ ‘କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ମଧ୍ୟ ପ୍ରଭାବିତ ହୋଇପାରେ’ ‘ବିଶେଷକରି କଣାସ, ବ୍ରହ୍ମଗିରି, ଗୋପ, ଏରସମା, ବାଲିକୁଦା ପ୍ରଭାବିତ ହେବ ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା’’ ‘ହୀରାକୁଦକୁ ଅଧିକ ଜଳ ପ୍ରବେଶ କରୁଛି, ଅଧିକ ଗେଟ୍‌ ଖୋଲାଯାଇପାରେ

Smart Computer Ad
You might also like
error: Content is protected !!