ଖୋର୍ଦ୍ଧା(ସଞ୍ଜୀବ କୁମାର):-
ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ ହୋଇନି କହିଲେ IMD ଡିଜି କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ ହୋଇଛି’ ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ’ ‘ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ବେଳକୁ ଉପକୂଳ ଛୁଇଁବ’ ‘ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ’ ‘ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍ ନୁହେଁ’ ‘ବହୁ ଆଗରୁ ଆକଳନ କଲେ ସଠିକ୍ ହୋଇ ନ ଥାଏ’ ‘ବାତ୍ୟା ଆକଳନରେ IMD ସାରା ବିଶ୍ବରେ ଅଦ୍ବିତୀୟ’ ‘ତେଣୁ କେହି କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ହୁଅନ୍ତୁନି’
