ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଭୁବନେଶ୍ବର: ଭରତପୁର ଚନ୍ଦକା ରାସ୍ତାରେ ଦନ୍ତା ହାତୀ ଅନ୍ଧାରୁଆ ଛକ ଉପରେ ବୁଲୁଛି ଦନ୍ତା, ଗମନାଗମନ ବାଧାପ୍ରାପ୍ତ ବାମଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବୁଲୁଛି ଜଙ୍ଗଲ ଭିତରକୁ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ମଙ୍ଗଳବାର ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା
