ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ବାଲିଗୁଡ଼ା, ୧୧/୦୯: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ାସ୍ଥିତ ହୋଟେଲ ବିଭବ ପରିସରରେ ଏକ କେମିଷ୍ଟ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୧ଟା ୫୦ ମିନିଟ୍ ସମୟରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ କେମିଷ୍ଟ ଓ ଔଷଧ

ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ବ୍ୟବସାୟୀମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ମ୍ୟାନେଜର କୌସ୍ତଭ ରାୟ, ସେଲ୍ସମ୍ୟାନ ସୁରଜ କୁମାର ପାତ୍ର, ବ୍ରହ୍ମପୁରର ଏକ୍ସିକ୍ୟୁଟିଭ୍ ସୁମନଜ୍ୟୋତି ରାଉତ ଏବଂ ଡିଷ୍ଟ୍ରିବ୍ୟୁଟର

ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ପ୍ରମୋଦ କୁମାର ସାବତ ଉପସ୍ଥିତ ରହି କେମିଷ୍ଟମାନଙ୍କ ସହ ନେଷ୍ଟଲେ ଶିଶୁ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ।ବୈଠକରେ ଶିଶୁଖାଦ୍ୟ ବିତରଣ ବ୍ୟବସ୍ଥା, ବଜାରରେଉପଲବ୍ଧତା,

ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ବ୍ୟବସାୟୀମାନଙ୍କ ସମସ୍ୟା ଏବଂ କମ୍ପାନୀ ସହ କେମିଷ୍ଟମାନଙ୍କ ସମନ୍ୱୟ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଗ୍ରାହକଙ୍କୁ ଗୁଣାତ୍ମକ ଶିଶୁଖାଦ୍ୟ ଯୋଗାଣ ଓ ସୁସ୍ଥ ବ୍ୟବସାୟିକ ସମ୍ପର୍କ ରକ୍ଷା

ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ଉପରେ ଗୁରୁତ୍ୱ ଦିଆଯାଇଥିଲା।କେମିଷ୍ଟମାନଙ୍କ ସହ ଏଭଳି ଆଲୋଚନା ଦ୍ୱାରା ଔଷଧ ବ୍ୟବସାୟ ସହ

ହୋଟେଲ ବିଭବରେ କେମିଷ୍ଟ ମିଟ୍ ଅନୁଷ୍ଠିତ

ଜଡ଼ିତ ବିଭିନ୍ନ ସମସ୍ୟାର ସମାଧାନ ସହିତ ଆଗାମୀ ଦିନରେ ଉତ୍ତମ ସମନ୍ୱୟ ସୃଷ୍ଟି ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।

Smart Computer Ad
You might also like
error: Content is protected !!