ଫେରିଲେ ୨୧ ଭାରତୀୟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ନେପାଳ ବନ୍ୟା; ଭାରତ ଫେରିଲେ ଉଦ୍ଧାର ୨୧ ଭାରତୀୟ-ଏନେଇ ପ୍ରେସମିଟ୍‌ କରି ସୂଚନା ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର-ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେ, ସମସ୍ତ ନାଗରିକ ତାମିଲନାଡୁର-ତ୍ରିଶୁଳି ପ୍ରୋଜେକ୍ଟରେ ଫସିଥିବା ୬୩ ଜଣଙ୍କୁ କାଲିଠୁ ଉଦ୍ଧାର କରାଯାଇ ସାରିଛି-ଚୀନ୍‌ ପଟରେ ଫସିଥିବା ୯୬ ଭାରତୀୟ ସଡ଼କ ପଥରେ ନେପାଳ ପହଞ୍ଚିଛନ୍ତି-ବର୍ତ୍ତମାନ ଆମ ପାଖରେ ୩୨୦ ଭାରତୀୟ ନିଖୋଜ ନେଇ ତଥ୍ୟ ରହିଛି-ପ୍ରାୟ ୧୦୦ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏଯାବତ ଫସି ରହିଛନ୍ତି-ଚୀନ ପଟେ ଆଉ ୪ ଶହ ଭାରତୀୟ ଅଟକି ରହିଛନ୍ତି- ବୈଦେଶିକ ମୁଖପାତ୍ର-ଚୀନ ପଟେ ଅଟକିଥିବା ଭାରତୀୟ ପରିବାର ଓ ଦୂତାବାସ ସହ ସମ୍ପର୍କରେ ଅଛନ୍ତି

Smart Computer Ad
You might also like
error: Content is protected !!