ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଥମ ଥର ଗାନ କରାଯିବ ‘ବନ୍ଦେ ମାତରମ୍’ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ବେଳେ ଗାନ କରାଯିବ ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ‘ବନ୍ଦେ ମାତରମ୍’ର ୧୫୦ତମ ପୂର୍ତ୍ତି ଅବସରରେ ଗାନ କରାଯିବ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାରତମ୍’