ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ Ecmwf ମଡେଲ୍ ଅନୁଯାୟୀ ୧୦ରେ ସୃଷ୍ଟି ହେବ ଲଘୁଚାପ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ବିଭିନ୍ନ ମଡେଲ୍ ଆକଳନ ନେଇ ମିଳିଲା ସଙ୍କେତ ହେଲେ କେତେ ତୀବ୍ର ହେବ ଓ କେଉଁଆଡ଼କୁ ଗତି କରିବ ଅସ୍ପଷ୍ଟ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପ୍ଲାଇନ୍ ରହିଛି ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି