ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା ରାଜ୍ୟ By News Nerve Posted On May 8, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା Share