‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ 'ହର ଘର ତିରଙ୍ଗା' ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ଏକ 'ବିକଶିତ ଭାରତ' ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ତ୍ରିରଙ୍ଗା ପତାକା…

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ

ଦିଲ୍ଲୀ:ପିଆଇବି: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପୁଡୁଚେରୀ ପୋଲିସକୁ "ପ୍ରେସିଡେଣ୍ଟସ କଲର୍ସ" ପ୍ରଦାନ କରିଛନ୍ତି। ଏହି ଅବସରରେ ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍. ରଙ୍ଗାସାମୀଙ୍କ ସମେତ ଅନେକ ମାନ୍ୟଗଣ୍ୟ…

ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌: ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ସିନ୍ଦ୍ରିଗାଁ ବିଜୟୀ

ବାଲିଗୁଡ଼ା, ୦୯/୦୮: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ ପରିସରରେ ଚାଲିଥିବା ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ସୁଣ୍ଡରୁମିଲାକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୨ ଗୋଲରେ ପରାସ୍ତ…

ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ୧୬୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ବାଲିଗୁଡ଼ା, ୦୯/୦୭: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଏବଂ…

ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତଆଦିବାସୀଙ୍କ ଅଧିକାର, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡ଼ା, ୦୯/୦୮: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଆଦିବାସୀ ଜନଜାତିଙ୍କ ବିଭିନ୍ନ ଅଧିକାର ଓ ସମସ୍ୟା…

ରାକ୍ଷୀପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଜୁଲାଇ ୨୫ରୁ ଜିଲ୍ଲାରୁ ଯେଉଁମାନଙ୍କ ନାଁ ଆସିଥିବ ସେମାନଙ୍କୁ ବି ମିଳିବ

ବାଲି ମାଫିଆଙ୍କୁ ବଡ଼ ଝଟକା ! ୧୫୦୦ କି ୨ ହଜାର ନୁହେଁ…ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି

ଖୋର୍ଦ୍ଧା(ସଞ୍ଜୀବ କୁମାର):- ରାଜ୍ୟରେ ବାଲି ଚୋରା କାରବାର ରୋକିବା ଏବଂ ବାଲିର ଅତ୍ୟଧିକ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ବାଲି ପାଇଁ ସରକାର ସର୍ବନିମ୍ନ ବିକ୍ରୟ ମୂଲ୍ୟ (MSP) ପ୍ରତି କ୍ୟୁବିକ ମିଟର ୩୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି…

ଯକ୍ଷ୍ମା ନିରାକରଣ ପାଇଁ ରାଜ୍ୟ ସରକାର ଏବଂ ଏମ୍‌ସ ଭୁବନେଶ୍ୱର ମିଳିତ ଭାବେ କାମ କରିବା ସମୟର ଆବଶ୍ୟକତା: ବାଚସ୍ପତି…

ଭୁବନେଶ୍ୱର:(ପିଆଇବି): ଏମ୍‌ସ ଭୁବନେଶ୍ବର ଏବଂ ପଲିସି ରେଜିଲିଏନ୍ସ ଫାଉଣ୍ଡେସନ୍ (ପିଆର୍‌ଏଫ୍‌) ସହଯୋଗରେ ଏଠାରେ ଆୟୋଜିତ ଦୁଇଦିନିଆ ଜାତୀୟ କନକ୍ଲେଭ୍ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ଗତକାଲି ସଫଳତାର ସହିତ ଉଦ୍‌ଯାପିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ…

ବ୍ରହ୍ମପୁର ଉପଖଣ୍ଡରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଫର୍ମ ବଣ୍ଟନ

ବ୍ରହ୍ମପୁର,(ବିଚିତ୍ରସାହୁ):- ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ଭନ୍ଧୀୟ ବିଭିନ୍ନ ବିଷୟ ଯଥା ଆପତ୍ତି ଅଭିଯୋଗ…
error: Content is protected !!