ସ୍ୱଚ୍ଛତା ସହ ଦେଶପ୍ରେମର ବାର୍ତ୍ତା ଦେଲା ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ
ବ୍ରହ୍ମପୁର,(ବିଚିତ୍ରସାହୁ):-
ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ଭାବନାକୁ ଏକାଠି ନେଇ ବ୍ରହ୍ମପୁର ସହରରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଫୁଲସୁନ୍ଦରୀ ସାହି ଓ ନେଳିଆ ବନ୍ଧ ଅଞ୍ଚଳରେ ଆୟୋଜିତ ଏହି!-->!-->!-->…