କ୍ଷତ୍ରିୟବରପୁର ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୋରଡ଼ା,(ଏସ.ଏମ.ପି):- ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍‌ସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା,…

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ

ଭୁବନେଶ୍ୱର: ବ୍ରିକ୍ସ ସହଯୋଗରେ ଜନ କୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଶ୍ରୀ ଯୋଶୀ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରିଥିଲେ।…

୮ ଅଗଷ୍ଟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ସେ ୩୦୦୦ରୁ ଅଧିକ ସ୍ନାତକଙ୍କୁ ଉଦ୍‌ବୋଧନ ଦେବେ । ଏଥିସହ ୫୮୭ ଜଣ ପିଏଚ୍‌ଡି ଗବେଷକମାନଙ୍କୁ ଏହି…

ସାବଧାନ NHରେ ଜଗିଛି ଏଇ କ୍ୟାମେରା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜାତୀୟ ରାଜପଥରେ ବିନା ହେଲମେଟ ବିନା ସିଟ ବେଲ୍ଟରେ କିମ୍ବା ଅଧିକ ସ୍ପିଡରେ ଗାଡି ଚଳାଉଥିଲେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କର ବି କଟିପାରେ ମୋଟା ଅଙ୍କର ଫାଇନ୍। କାରଣ ୪ଟି ଜାତୀୟ ରାଜପଥରେ ଲାଗିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏ ଆଇ କ୍ୟାମେରା…

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତିତ ହେଲେ ଆନ୍ଦୋଳନ ତେଜିବ ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର,(ବିଚିତ୍ରସାହୁ):- ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତିତ ହେଲେ ଆନ୍ଦୋଳନ ତେଜିବ : ଉତ୍କଳ ସାମ୍ବାଦିକ ସଂଘଦୀର୍ଘ ଦିନର ଦାବି ଓ ପ୍ରତିବାଦ ଉପରାନ୍ତେ ପୂର୍ବ ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ…

ନିଖୋଜ ଶିଶୁ ସମ୍ପର୍କରେ ସୂଚନା

ବାଲିଗୁଡ଼ା, ୬/୮: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ରୁତୁଙ୍ଗିଆ ଅଞ୍ଚଳରୁ ରେହାନ ବେହେରା (Rehan Behera) ନାମକ ୧୨ ବର୍ଷ ବୟସର ଜଣେ ବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ସେ ସାଇକେଲ ନେଇ ଘରୁ ବାହାରିଥିବା ପରେ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ।ଯଦି କୌଣସି…

ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳିତ

ଛତ୍ରପୁର,(ବିଚିତ୍ରସାହୁ):- ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ଗଞ୍ଜାମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଆଜି ଛତ୍ରପୁର ବ୍ଲକସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ…

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ବିଚିତ୍ରସାହୁ):- ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଅଂଶବିଶେଷ ଭାବେ ଗଞ୍ଜାମ ଜିଲ୍ଲାର ଦୁଇଦିନିଆ ଐତିହାସିକ ଗସ୍ତ ସଫଳତାର ସହ ସମାପ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସାହ ଓ…

ପାଇରେସୀ ବିରୋଧରେ ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ; ୧,୨୬୩ ୱେବସାଇଟ୍ ସହ ୭,୩୯୩ଟି ୟୁଆରଏଲ୍ ନିଷ୍କ୍ରିୟ

ଭୁବନେଶ୍ୱର (ପିଆଇବି) : ଚଳଚ୍ଚିତ୍ରଗୁଡ଼ିକର ଅନଧିକୃତ ପ୍ରସାରଣ ଓ ଅନଲାଇନ୍ ପାଇରେସିକୁ ରୋକିବା ପାଇଁ ସରକାର ଆଇନଗତ ଏବଂ ସଂସ୍ଥାଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛନ୍ତି। ଟେଲିଗ୍ରାମ୍ ଭଳି ମାଧ୍ୟମ ଜରିଆରେ ବିନା ଅନୁମତିରେ ଚଳଚ୍ଚିତ୍ର ପ୍ରସାରିତ ହେଉଥିବାରୁ, ଏହାକୁ ରୋକିବା ପାଇଁ…
error: Content is protected !!