ତାରାତାରିଣୀ ଛକ ରେ ବଣିକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ତାରାତାରିଣୀ ଛକ ରେ ବଣିକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ । ନୂତନ ବର୍ଷ କୁ ସ୍ବାଗତ କରି ଗଞ୍ଜାମ ଜିଲ୍ଲା ର ତାରାତାରିଣୀ ଛକ ରେଥିବା ବଣିକ ସଂଘ ତରଫରୁ ଯୁବଗୋଷ୍ଠୀ ଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ସ୍ଥାନୀୟ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ।ପରିବେଶ କୁ ସଫା ରହିବା ଏବଂ ମନ୍ଦିର କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ଆମ ପରିବେଶ ସୁନ୍ଦରତା କୁ ଦେଖି ଆକର୍ଷତ କରିବା ପାଇଁ ଆଗକୁ ମଧ୍ୟ ଉଦ୍ୟମ ଜାରି ରହିବ ବୋଲି ବଣିକ ସଂଘ ପକ୍ଷରୁ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ତାରାତାରିଣୀ ବଣିକ ସଂଘ ସଭାପତି ଶ୍ରୀ ରବୀନ୍ଦ୍ରନାଥ ପଣ୍ଡା , ସମ୍ପାଦକ ସୁଦାମ ସlସମଲ , ଓ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ପଟ୍ଟନାୟକ , କୃଷ୍ଣଚନ୍ଦ୍ର ଦାସ , ଲିଙ୍ଗରାଜ ପଣ୍ଡା , ପବିତ୍ର ତରେଇ,କୃଷ୍ଣଗୌଡ଼,ରବୀନ୍ଦ୍ର ସାବତ,ରଂଜନ ସାହୁ , ସୁଶାନ୍ତ ସାହୁ, ଲିଟୁ ପଣ୍ଡା, ଦିପୁ ସାମନ୍ତରାୟ, ପ୍ରଦୀପ ପଣ୍ଡା ,ଚନ୍ଦ୍ରଶେଖର ସାହୁ, ସମସ୍ତ କମିଟି ସଦସ୍ୟ ଓ ସମସ୍ତ ସଭ୍ୟ ଓ ରଣଝାଲି ସରପଞ୍ଚଙ୍କ ଉପସ୍ଥିତି ରେ ବଜାର ସଫେଇ କାର୍ଯ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ପ୍ରତିଦିନ ଚାଲୁ ରହିବ l ସଫେଇ କାର୍ଯ ପାଇଁ ଆବଶ୍ୟକ ସାମଗ୍ରୀ ରଣଝlଲି ସରପଞ୍ଚ ଶ୍ରୀମତୀ ଅନିତା ପ୍ରଧାନ ଯୋଗାଇଥିଲେ l

You might also like
error: Content is protected !!