ପେଗଡ଼ା ଛକ ଠାରେ ବାଇକ କାର ମୁହାଁ ମୁହିଁ ଧକ୍କା: ଦୁଇ ଗୁରୁତ୍ତର

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପେଗଡ଼ା ଛକ ଠାରେ ଆଜି ପ୍ରାୟ ଦୁଇଟା ବେଳେ ବାଇକ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିବା ସୁଚନା ରହିଛି। ଦୁଇ ଜଣ ବାଇକ ଆରୋହୀ ପାରଳାଖେମୁଣ୍ଡିରୁ ନିଜ ଗାଡ଼ି ସର୍ଭିସ୍ କରି ଘରକୁ ଫେରୁଥିବା ବେଳେ ଅପର ପଟୁ…

ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ଜାତୀୟ ଉତ୍ସବରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ…

ଜଳ ସମ୍ପଦ ବିଭାଗ : କଣ୍ଟିଲୋରେ ୫ ଟି  ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ

ନୟାଗଡ(ପ୍ରଭାକର ଶିରୋମଣ)୨୭/୧:-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଆଜି କରିଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃ ହରି ମହତାବ ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସୂଚନାରୁ ପ୍ରକାଶଯେ କଣ୍ଟିଲୋ ପଞ୍ଚାୟତ ଅଞ୍ଚଳରେ…

ରାମଗିରି ବନାଞ୍ଚଳ ଜଙ୍ଗଲ ଓ ପରିବେଶ ବିଭାଗ ମହେନ୍ଦ୍ରଗଡ଼ ସେକ୍ସନ ତରଫରୁ ଭଲିବଲ ପ୍ରତିଯୋଗିତା

ଆର,ଉଦୟଗିରି(ମୋନଜ କୁମାର ପାଢୀ)::-ରବିବାର ଦିନ 76 ତମ ଗଣତନ୍ତ୍ର ଦିବସ ଅବସରରେ ରା,ଉଦୟଗିରି ବ୍ଲକର ରାମଗିରି ବନାଞ୍ଚଳ ମହେନ୍ଦ୍ରଗଡ଼ ସେକ୍ସନ ତରଫରୁ ମହେନ୍ଦ୍ରଗଡ଼ ଓ ସନ୍ଧିସାହି ଠାରେ ଭଲିବଲ ପ୍ରତିଯୋଗିତା ହୋଇଯାଇଛି | ମଧ୍ୟାହ୍ନ 12 ଘଣ୍ଟା ସମୟରେ ସରପଞ୍ଚ ପ୍ରତିନିଧି ଶ୍ରୀ…

କଣ୍ଟିଲୋରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

ନୟାଗଡ(ପ୍ରଭାକର ଶିରୋମଣି ):ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ, ବଡ  ବାଣପୁର, ସିଧାମୁଳା ଓ ବେଣାଗାଡ଼ିଆ ଅଞ୍ଚଳ ରେ ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ଵେଛା ସେବୀ ଅନୁଷ୍ଠାନ ମାନଙ୍କରେ ପ୍ରଭାତ ଫେରି, ଜାତୀୟ ପତାକା…

ବ୍ୟାଡମିଣ୍ଟନ୍ ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):ବିଜୁ ଟ୍ରଫି ଉଦଘାଟନ ହୋଇଯାଇଛି l ଗଜପତି ନଗର ପ୍ରଥମ ସାହିରେ ଏହା ଉଦଘାଟନ ହୋଇଛି l ଗଞ୍ଜାମ ଜିଲ୍ଲାର ପୁରୁଷ, ବାଳକ ଓ ବାଳିକା ବିଭାଗରେ ଖେଳାଳି ଅଂଶ ଗ୍ରହଣ କରିଛନ୍ତି l ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ୪ ଦିନ ଧରି ଚାଲିବ l ବିଜେଡ଼ିର ବରିଷ୍ଠ ନେତା ଡ ଆର୍…

ଆଶା ପବ୍ଲିକ ସ୍କୁଲରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, ବିଚିତ୍ର ସାହୁ: ସ୍ଥାନୀୟ ବାହାଦୁରପେଟା ଥିବା ଆଶା ପବ୍ଲିକ ସ୍କୁଲରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦେଶକ ସେବତୀ ପାଢ଼ୀ ସଭାପତିତ୍ବ କରି ସ୍ବାଗତ ଭାଷଣ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ର…

ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ର ସବୁ ପଞ୍ଚାୟତ ରେ ୭୬ ତମ ସାଧରଣ ତନ୍ତ୍ର ଦିବସ ଧୂମଧାମରେ ପାଳିତ

ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ସହର ସହିତ ବ୍ଲକ ର ସବୁ ପଞ୍ଚାୟତ ରେ ୭୬ ତମ ସାଧରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି | ପୁରୁଷୋତ୍ତମପୁର ର ଥାନା, ତହସିଲ…

ନିୟତି ମାନସିକ ଅନାଗ୍ରସ ସ୍କୁଲରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ଆର,ଉଦୟଗିରି(ମନୋଜ କୁମାର ପାଢୀ)ପାରଳାଖେମୁଣ୍ଡି ସ୍ଥିତ ନିୟତି ମାନସିକ ଅନାଗ୍ରସ ବିଦ୍ୟାଳୟରେ ୭୬ତମ ସାଧାରଣଦିବସ ତନ୍ତ୍ର କରାଯାଇଛି।ସ୍କୁଲର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ହରି ମୋହନ ପଟ୍ଟନାୟକ ପତାକା ଉତୋଳନ କରିଥିଲେ। ପିଲାମାନଙ୍କ…

ଚନ୍ଦ୍ରପୁର ବ୍ଲକ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଚନ୍ଦ୍ରପୁର(କୈଳାସ ମାଳବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ସାଧାରଣ ତନ୍ତ୍ର ଦିବସ ରେ ଚନ୍ଦ୍ରପୁର ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
error: Content is protected !!