ବ୍ୟାଡମିଣ୍ଟନ୍ ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):ବିଜୁ ଟ୍ରଫି ଉଦଘାଟନ ହୋଇଯାଇଛି l ଗଜପତି ନଗର ପ୍ରଥମ ସାହିରେ ଏହା ଉଦଘାଟନ ହୋଇଛି l ଗଞ୍ଜାମ ଜିଲ୍ଲାର ପୁରୁଷ, ବାଳକ ଓ ବାଳିକା ବିଭାଗରେ ଖେଳାଳି ଅଂଶ ଗ୍ରହଣ କରିଛନ୍ତି l ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ୪ ଦିନ ଧରି ଚାଲିବ l ବିଜେଡ଼ିର ବରିଷ୍ଠ ନେତା ଡ ଆର୍ ସି ସି ପଟ୍ଟନାୟକ,ଚନ୍ଦ୍ର ଶେଖର ସାହୁ ,ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ମେୟର ସଂଘମିତ୍ରା ଦଳାଇ,ସୁବାଷ ମହାରଣାଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଛନ୍ତି l

Smart Computer Ad
You might also like
error: Content is protected !!