ଚନ୍ଦ୍ରପୁର ବ୍ଲକ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଚନ୍ଦ୍ରପୁର(କୈଳାସ ମାଳବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ସାଧାରଣ ତନ୍ତ୍ର ଦିବସ ରେ ଚନ୍ଦ୍ରପୁର ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋମ୍ୟକାନ୍ତ ବାଙ୍ଗୋଲ, ତହସିଲ ଅଫିସ ଠାରେ ତହସିଲଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ, ଚନ୍ଦ୍ରପୁର ଥାନା ଠାରେ ଆଇଆଇସି ଧରଣୀଧର ପ୍ରଧାନ, ଫରେଷ୍ଟର ଅସ୍ପିନ କୁମାର କରକରିଆ, ପଞ୍ଚାୟତ ଅଫିସ ଠାରେ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡାକ୍ତର ଅଭିଷେକ ନାୟକ, ସମ୍ନାନ୍ୱିତ ଶିଶୁ ବିକାଶ କେନ୍ଦ୍ର ଠାରେ ଗୀତାରାଣୀ ସାହୁ, ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରିନସିପାଲ କେଶବ ବେହେରା ମଣ୍ଡଳ, ସରକାରୀ SSD ବାଳକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ, ସରକାରୀ SSD ବାଳିକା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଗୌରହରୀ ସାହୁ, SSD ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରିନସିପାଲ ରଞ୍ଜିତ ପ୍ରଧାନ, ପ୍ରମୁଖ ପତାକା ଉତ୍ତଳନ କରିଛନ୍ତି l ସେହିପରି ବୁଡୁବାଲି ପଞ୍ଚାୟତ ଠାରେ ସରପଞ୍ଚ ଭିମ ଗଗେରାଙ୍ଗା, ବୁଡୁବାଲି SSD ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ,ହନମନ୍ତପୁର ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ ନୀଳମାଇ ଦିବାକା, PEO କରୁଣାକର ସେନାପତି, ଡାଙ୍ଗସୋରଡ଼ା ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ ଅନିତା ଶବର, SSD ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୁତ୍ୟୁଞ୍ଜୟ ଦଣ୍ଡସେନା,କୈଳାସ ଶବର,ସାର୍କୀମା ପଞ୍ଚାୟତ ସରପଞ୍ଚ ଶ୍ରୀ ଫକିର ମୋହନ ଗୁମିଡାଙ୍ଗା, ବିଜାପୁର ସରପଞ୍ଚ ଶ୍ରୀମତୀ ଜେର୍ମିନା ପାଡାଗଣ୍ଡା, PEO ଜଚ୍ଛନା ଶବର, ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ରେ ପାଳନ ହୋଇଛି l ଓ ସମସ୍ତ କର୍ମଚାରୀ ସହ ସମସ୍ତ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସରକାରୀ ବେ ସରକାରୀ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l

You might also like
error: Content is protected !!