ରାଷ୍ଟ୍ରପତଙ୍କ ବିରୁଦ୍ଧରେ ଅପମାନ ଜନକ ମନ୍ତବ୍ୟ ନେଇ ମୋହନାରେ ପ୍ରତିବାଦ ସହ କୁଶପୁତ୍ତଳିକା ଦାହ

ଆର,ଉଦୟଗିରି(ମନୋଜ କୁମାର ପାଢୀ) - ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଠାରେ ବିଜେପି ନେତା ତଥା ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ ଅନେକ ଦଳୀୟ କର୍ମୀ ମାନଙ୍କ ସହ ସହର ପରିକ୍ରମା କରି କଂଗ୍ରେସ ନେତ୍ରୀ ସୋନିଆ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ବୁଗୁଡ଼ା,୦୩/୦୨(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବିରଞ୍ଚିନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ କବିସମ୍ରାଟ ସ୍ମାରକ ସଂସଦ ପକ୍ଷରୁ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅନୁଷ୍ଠାନର ସଭାପତି ମହନ୍ତ ଭକ୍ତରାମ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ…

ଜିଏମଙ୍କ ପରିଦର୍ଶନ ବ୍ରହ୍ମପୁର ରେଳ ଷ୍ଟେସନ୍

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବ୍ରହ୍ମପୁର ରେଳ ଷ୍ଟେସନ୍ ଗସ୍ତରେ ଜିଏମ ଆସି ଫେରିଛନ୍ତି l ଜିଏମ୍ ପରମେଶ୍ୱର ଫଙ୍କୱାଲ୍ ଏହି ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ପରିମଳ , ସ୍ବାସ୍ଥ୍ୟ,ଟିକେଟ୍ କାଉଣ୍ଟର, ଷ୍ଟେସନ୍ ଅଞ୍ଚଳରେ ଚାଲିଥିବା କାର୍ଯ୍ୟ,ସମେତ ଅନ୍ୟାନ୍ୟ ଅଞ୍ଚଳ…

ଟ୍ରେଲର ପ୍ରସ୍ତୁତି ମାଧ୍ୟମରେ ସୃଜନଶୀଳତାର ପରିପ୍ରକାଶ ପାଇଁ ପ୍ରତିଯୋଗିତା

ଭୁବନେଶ୍ୱର,(ପି.ଆଇ.ବି):- ଗତ ସପ୍ତାହରେ ଗୁରୁତେଗ ବାହାଦୂର ଚତୁର୍ଥ ଶତବାର୍ଷିକୀ ଇଞ୍ଜିନିୟରିଂ କଲେଜ (ଜି.ଟି.ବି.4.ସି.ଇ.ସି.)ଠାରେ ଆୟୋଜିତ ଟ୍ରେଲର୍ ପ୍ରସ୍ତୁତି ପ୍ରତିଯୋଗିତା-ଦିଲ୍ଲୀ ରୋଡ ଶୋ’ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଶବ୍ୟାପୀ ଟ୍ରେଲର୍ ତିଆରି ପ୍ରତିଯୋଗିତାର…

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା,୩/୦୨(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ତାରା ତାରିଣୀ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗତରଫରୁ ଆଲୋଚନାଚକ୍ରଅନୁଷ୍ଠିତ

ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ସହର ରେ ଅବସ୍ତିତ ତାରାତାରିଣୀ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଦୁଇଗୋଟି ଆଲୋଚନା ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାଵିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ…

କେନ୍ଦୁ ଘାଟିରେ ପୁଣି ଦୁର୍ଘଟଣା

ଆର,ଉଦୟଗିରି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେନ୍ଦୁ ଘାଟିରେ ଘଟୁଥିବା ଦୁର୍ଘଟଣା ଚର୍ଚ୍ଚିତ ବିଷୟ ହୋଇଯାଇଛି। କାରଣ ଏହି ୬ ମାସ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହୋଇଛି।ଏହି ସବୁ ଘଟଣା ମନରୁ ଲିଭି ନଥିବାବେଳେ ଆଜି ଭୋର ସକାଳୁ…

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଅପମାନ ଜନକ ମନ୍ତବ୍ୟ…

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗତ ଦୁଇ ତାରିଖରେ ଦିନ ଖଜୁରୀପଦା ମୁଖ୍ୟ ସଡକ ଠାରେ ନୁଆଗଡ ମଣ୍ଡଳର ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକତ୍ତା, ସକୀୟ କର୍ମୀ ଓ ସଦସ୍ୟମାନଙ୍କୁ ନେଇ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧାଙ୍କ ଅପମାନ ଜନକ…
error: Content is protected !!