ଏବେଠୁ ୩୬ଂ ଡେଇଁଲାଣି….

ଖୋର୍ଦ୍ଧା (ସଞ୍ଜୀବ କୁମାର)::-: ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ ରହିବା କଥା ସେତେବେଳେ ରାଜ୍ୟବାସୀଙ୍କୁ ଟାଇଁଟାଇଁ ଖରାର ସାମନା କରିବାକୁ ପଡ଼ୁଛି।…

ଫେବ୍ରୁଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା । ହିତଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଖୋର୍ଦ୍ଧା (ସଞ୍ଜୀବ କୁମାର):-ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ…

ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦରେ, ବିଜେପି ପକ୍ଷରୁ ସୋନିଆ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

ବୁଗୁଡା ,୦୨/୦୨(ସୋରେନ କୁମାର ପ୍ରଧାନ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ ତାହାର ପ୍ରତିବାଦରେ ବୁଗୁଡା ନଗର ବିଜେପି ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ମଦନ ମୋହନ ଛକରେ ଦଳୀୟ…

ବାଲିଗୁଡାରେ ସରସ୍ବତୀ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା 'ସରସ୍ବତୀ ଦେବୀ ଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ…

ପାଟଖଣ୍ଡା ଚିତ୍ରାଳୟ ମାଲିକ ଆଉ ନାହାନ୍ତି : ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରେ ଚହଳ ସୃଷ୍ଟି କରିଥିବା ବାଲିଗୁଡା ଅଞ୍ଚଳର ଜଣାଶୁଣା ପାଟଖଣ୍ଡା ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡ ର ମୁଖ୍ୟ ସତ୍ୱାଧିକାରୀ ରାମଚନ୍ଦ୍ର ପ୍ରଧାନ ଓରଫ ମଙ୍ଗୁଳୁ (୬୬) ଙ୍କ ରବିବାର ସକାଳେ ନିଜ ବାସଭବନରେ…

ପୂର୍ବ ନିର୍ଦ୍ଧାରିତ ମାଘମେଳା ପଡିଆ ରେ ମହୋତ୍ସବ ପାଇଁ ନିଷ୍ପତ୍ତି 

ନୟାଗଡ(ପ୍ରଭାକର ଶିରୋମଣି):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ନୀଳମାଧଵ ଜୀଉଙ୍କ ଭୈମୀ ଏକାଦଶୀ ମେଳା ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ମାଘମେଳା ମହୋତ୍ସବ  --୨୦୨୫ ଆସନ୍ତା ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପୁରାତନ ଯାତ୍ରା ପଡିଆରେ କରାଯିବା ପାଇଁ ଆଜି ରବିବାର ନିଷ୍ପତି ଗ୍ରହଣ…

ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର(ଏସ.ଏମ.ପି):-ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ ବର୍ଣ୍ଣବୋଧ ପ୍ରତି ଓଡ଼ିଆଙ୍କ ପ୍ରିୟ ପୁସ୍ତକଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଯିବ ଭାଷା ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଆମେ ଗୁରୁତ୍ୱ ଦେଉଛୁ ବୋଲି…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ଵତୀ ପୂଜା

ବୁଗୁଡ଼ା ,୦୨/୦୨(ସୋରେନ କୁମାର ପ୍ରଧାନ): ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ଯାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର…

ପାରଳାଖେମୁଣ୍ଡି ଠାରେ ଏକ ଆଇନଜିବୀ ଙ୍କୁ ଏସିଡ୍ ମାଡ଼ କରିଥିବା ଘଟଣାର ଦୁର୍ବୃତ୍ତ ଙ୍କୁ ଧରିବାରେ ଗଜପତି ଜିଲ୍ଲା…

ଆର,ଉଦୟଗିରି:୨/୧(ମନୋଜ କୁମାର ପାଢୀ)ଗତ ବର୍ଷ ନଭେମ୍ବର ମାସ ୯ ତାରିଖରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ବାସିନ୍ଦା ଆଇନଜୀବି ଶ୍ରୀ ପି. ରାମାରାଓ ଘରେ ଥିବା ବେଳେ କୋରିଅର୍ ଦେବା ଆଳରେ ଡାକି ସେ, ବାହାରକୁ ଆସିବା ମାତ୍ରେ ତାଙ୍କ ଉପରକୁ ଏସିଡ଼୍ ଢାଳି ଦେଇ…

ଛତ୍ରପୁର ପ୍ରେସ କ୍ଳବର ବାର୍ଷିକ ଉତ୍ସବ ପାଳିତ : ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରି: ଵାଚସ୍ପତି

ଛତ୍ରପୁର(ଆଇ.ଏଣ୍ଡ.ପିଆର.ଓ, ୨/୨):- ଗଞ୍ଜାମ ଜିଲ୍ଲାର ସଦରମହାକୁମା ପ୍ରେସ କ୍ଳବର ବାର୍ଷିକ ଉତ୍ସବ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି…
error: Content is protected !!