ହନୁମାନ ମନ୍ଦୀରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର.(ଭଗବାନ ଦାସ):-ଲାଞ୍ଜିପଲି ନୂଆଁ ବନ୍ଧହିଡ଼ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଧର୍ମlଲା ଲୋକନାଥ ରେଡି ଙ୍କ ୭ମ ମହାପ୍ରୟାଣ ଦିବସ ଉପଲକ୍ଷେ ୩ଦିନ ବ୍ୟାପି ଆଧ୍ୟାତିଙ୍କ କାର୍ଯ୍ଯ କ୍ରମର ପୂର୍ଣ୍ଣାହୁତି ହୋଇଯାଇଛି। ଦିବ୍ୟ ଜୀବନ ସଂଘ ଲାଞ୍ଜିପଲି ଶାଖା ର…

ମହାକୁମ୍ଭ ମେଳାରେ ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଧର୍ମ ଜାଗରଣ

ଭୁବନେଶ୍ୱର(ଏସ.ଏମ.ପି):-ମହାକୁମ୍ଭ ମେଳାରେ ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଧର୍ମ ଜାଗରଣ। ସନାତନ ଧର୍ମର ଶ୍ରେଷ୍ଠ ଏବଂ ସର୍ବବୃହତ ଆସ୍ଥା ଓ ବିଶ୍ବାସର ସ୍ନାନ ମହାକୁମ୍ଭ ସ୍ନାନ। ପ୍ରତ୍ୟେକ ଛଅବର୍ଷ ଓ ବାରବର୍ଷର ଏହି ମେଳାକୁ ଅର୍ଦ୍ଧ କୁମ୍ଭ ଓ ମହାକୁମ୍ଭ ମେଳା ରୂପେ କାହିଁ କେଉଁ…

ବୁଗୁଡ଼ାରେ ବିକଶିତ ଗାଁ ବିକଶିତ ଓଡିଶା ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ଏଲଇଡି ମାଧ୍ୟମରେ…

“ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ବ୍ଲକ ସ୍ତରୀୟ ଶୁଭାରମ୍ଭ ସମାରୋହ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ରାଜ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ…

ବିରଞ୍ଚି ନାରାୟଣଙ୍କ ତିଳ ସପ୍ତମୀ ରଥ ଯାତ୍ରା ଅନୁଷ୍ଠିତ

ବୁଗୁଡ଼ା,୫/୦୨(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତ୍ଯୁଷରୁ ମଙ୍ଗଳ ଆଳତି ଏବଂ ଅବକାଶ ନୀତି ପରେ ଠାକୁରଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୁରୋହିତ ଚିତ୍ତ ରଞ୍ଜନ…

ତୁମ୍ବା ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତର ତୁମ୍ବା ଗ୍ରାମର ଏକ ପାଳ ଗଦାରେ ଅପରାହ୍ନ ପାଞ୍ଚଟା ବେଳେ ନିଆଁ ଲାଗି ଯାଇଛି। ସ୍ଥାନୀୟ ଲୋକେ ୧୦୮ ନମ୍ବର କୁ କଲ କରି ସୂଚନା ଦେବା ପରେ ରାୟଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ…

ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ମୌଳିକ ତଥା ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ

ଆର,ଉଦୟଗିରି (ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ନିପୂଣ ଓଡିଶା ମେଳା ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ଡାଈଟ ଗଜପତିର…

ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ…

ଆର,ଉଦୟଗିରି(ମନୋଜ କୁମାର ପାଢୀ,,୫/୨):-ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ଗଜପତି ଜିଲ୍ଲା ଗୋସାଣୀ…

ପୁରୁଷୋତ୍ତମପୁର ଆରମ୍ଭ ହେଲା ବିକଶିତ ଗାଁ ବିକଶୀତ ଓଡିଶା କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକ ରେ ମଧ୍ୟ ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ର ବୀର ମାଟି ରୁ ଭରଚୁଆଲ ମାଧ୍ୟମରେ ଆଜିର ଏହିନୂଆଁ ଯୋଜନା ବିକଶିତ ଗାଆଁ, ବିକାଶିତ ଓଡିଶା ର ଶୁଭ ଉଦଘାଟନ କରିଥିଲେ |…

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ କୃଷକ ଓ ଶ୍ରମିକ ବିରୋଧୀ କେନ୍ଦ୍ରୀୟ ବଜେଟର ପ୍ରତିବାଦ

ଆର,ଉଦୟଗିରି(ମନୋଜ କୁମାର ପାଢୀ,୫/୨):- କେନ୍ଦ୍ରର ବିଜେପି ନେତୃତ୍ଵାଧିନ ମୋଦି ସରକାର ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଥରର ବଜେଟ୍ ବି କୃଷକ ଶ୍ରମିକ ବିରୋଧୀ ତଥା କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ । ଏହି…
error: Content is protected !!