ମାଘ ମେଳା ମହୋତ୍ସବ ଉଦଯାପିତ
ନୟାଗଡ ( ପ୍ରଭାକର ଶିରୋମଣି )୧୫ l ୨:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ୩ୟ ବାର୍ଷିକୀ ମାଘ ମେଳା ମହୋତ୍ସବ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏତଦ ଉପଲକ୍ଷେ ଆୟୋଜିତ ଏକ ସଭା କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣିଙ୍କ ସଭାପତିତ୍ୱତ୍ୱରେ ଅନୁଷ୍ଟିତ!-->…