ଛତିଶଗଡ଼ ଓ ପଶ୍ଚିମବଙ୍ଗ କୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୧୧୭ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନା ଙ୍କ ସହ ପୁଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର…

ଓଡ଼ିଶାରେ ଆତିଥ୍ୟ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ଆଇଏଚଏମ ଭୁବନେଶ୍ୱର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର,(ପି.ଆଇ.ବି):- ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ହସପିଟାଲିଟି ବା ଆତିଥ୍ୟ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚଏମ) ସହଭାଗିତାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସଫଳତାର ସହ ଶିକ୍ଷାନୁଷ୍ଠାନ ପରିସରରେ…

ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର

ଆର,ଉଦୟଗିରି (ମନୋଜ କୁମାର ପାଢୀ) :- ତରଭୁଜ ଖାଇ ତୃଷାର୍ତ୍ତ ତୃଷା ନିବାରଣ କରୁଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ପଥଚାରୀଟିଏ ହେଉ ବା ସାଧାରଣ ଲୋକ ଟିଏ ହେଉ ତରଭୁଜ କିଣୁଥିବାର ଦେଖିବାକୁ ମିଳିଛି । ତଭୁଜରେ…

ଜିଲ୍ଲାସ୍ତରୀୟ ଇଣ୍ଟରନେଟ ସୁରକ୍ଷା ଦିବସ ପାଳିତ ।

ଆର.ଉଦୟଗିରି (ମନୋଜ ପାଢୀ) :- ଗଜପତି ଜିଲ୍ଲାସ୍ତରୀୟ ଇଣ୍ଟରନେଟ ସୁରକ୍ଷା ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

ମହାନଦୀ ମାଳବନ୍ଧ ପର୍ଯ୍ୟବେକ୍ଷଣ କଲେ ଯନ୍ତ୍ରୀ 

ନୟାଗଡ ( ପ୍ରଭାକର ଶିରୋମଣି )୧୪ l ୨:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ବିକାଶ ପ୍ରକଳ୍ପରେ ସାମିଲ ହେଇଥିବା ମହାନଦୀ ର ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ କୁ ନୟାଗଡ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରୀତନ  ଚେତନ ପୋଥାଳ ଆଜି  ୧୪ ତାରିଖରେ ପରିଦର୍ଶନ କରିଥିଲେ ଓ…

କର୍ପୋରେଟ ସପକ୍ଷବାଦୀ ବଜେଟକୁ ପ୍ରତ୍ୟାହାର କର ଦାବିରେ ସିପିଏମ ର ପ୍ରତିବାଦ

ବ୍ରହ୍ମପୁର, ୧୪l୦୨ : ଚଳିତ କେନ୍ଦ୍ର ବଜେଟ ଦେଶର 200 ସତ ଡଲାର କୋଟିପତିଙ୍କ ପାଇଁ ବଜେଟକୁ ଉତ୍ସାର୍ଗୀକୃତ କରିଦେଇଥିବା ବେଳେ ଆୟକର ଦେଉଥିବା 2.2 ପ୍ରତିଶତ ଲୋକଙ୍କୁ କିଛି ରିହାତି ପ୍ରଦାନ କରାଯାଇଛି। ଅନ୍ୟ ଦିଗରେ ଦୈନିକ 200 ଟଙ୍କା ଖର୍ଚ୍ଚ କରିବା ପାଇଁ ସକ୍ଷମ ହେଉନଥିବା 80 ପ୍ରତିଶତ…

ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଚତୃବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପ୍ରସନ୍ନ କୁମାର ଦାଶ :- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ଚତୃବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ସଭାପତି ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ବ୍ଲକ…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ସମର୍ପଣ କାର୍ଯ୍ୟକ୍ରମ ପାଳିତ

ପ୍ରସନ୍ନ କୁମାର ଦାଶ :- ରାଷ୍ଟ୍ର ବାଦର ପ୍ରଚଣ୍ଡ ପ୍ରବକ୍ତା, ଉତ୍କୃଷ୍ଟ ସଂଗଠକ, ମୂଳ ଜନସଂଘ ଓ ଏବେର ବିଜେପି ଦଳର ଅନ୍ୟତମ ମୁଖ୍ୟ ପ୍ରତିଷ୍ଠାତା, ଏକକ ମାନବବାଦର ପ୍ରଣେତା ତଥା କୋଟିକୋଟି ଭାରତୀୟଙ୍କ ପଥ ପ୍ରଦର୍ଶକ ପଣ୍ଡିତ ଦିନୟାଲଜୀଙ୍କ ପବିତ୍ର ପୁଣ୍ୟ ତିଥି । ଏହି ଅବସରରେ…

ଫେବୃଆରୀ ୧୮ରୁ +୨ କଳା, ବିଜ୍ଞାନ, ବାଣିଜ୍ୟଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆରମ୍ଭ

ଆଠ ଦକ୍ଷିଣାଞ୍ଚଳ ଜିଲ୍ଲାରେ ୪୭ଟି ହବ୍ ଓ ୨୫୪ ପରୀକ୍ଷା କେନ୍ଦ୍ର : ପରୀକ୍ଷାର୍ଥୀଙ୍କ ସଂଖ୍ୟା ୮୨, ୮୧୪ ବ୍ରହ୍ମପୁର, ୧୪l୦୨ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨୦୨୫ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା…

ମହାକୁମ୍ଭ ୨୦୨୫: ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ…

 ଭୁବନେଶ୍ୱର,(ପି.ଆଇ.ବି):-  ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୨୦୦୦ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପବିତ୍ର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ 600 ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ପବିତ୍ର ରୀତି ପାଇଁ ସୁବିଧା …
error: Content is protected !!