ଆରକେଏସଏସ ର ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଓ ପ୍ରକ୍ରିୟା ତାଲିମ ପ୍ରଦାନ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେ.ସୁବଲଡା ଗ୍ରାମର ବେତାରସିଙ୍ଗ ଗ୍ରାମ ପଞ୍ଚାୟତ ସ୍ଥିତ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଅଞ୍ଚଳର ଚାଷୀ ମାନଙ୍କୁ ଖଜୁରୀଗୁଡ ପ୍ରକ୍ରିୟାକରଣ,ନେତୃତ୍ଵର ବିକାଶ, ଆର୍ଥିକ ସ୍ଥିତିର…

ବାଳିକା ମାନଙ୍କ ର ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟରତ ମହିଳା

  ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ରୀଙ୍କୁ ନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ସୋମବାର ଷଷ୍ଠ  ଦିନରେ ପହଞ୍ଚିଛି, ନିଜ ନିଜ ସୁରକ୍ଷା ପାଇଁ ତାଲିମ ନେଉଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖା…

ଗଞ୍ଜାମ ଜିଲ୍ଲାର ୪୩୨ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେଲେ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲାର ୪୩୨ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି। ପ୍ରଦର୍ଶନ ଓ ସର୍ତ୍ତାବଳୀ ଆଧାରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ କ୍ରମେ ସେମାନଙ୍କୁ ନିୟମିତ କରାଯାଇଛି। ନିୟମିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ…

ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର:- ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ଆଇନ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ । ଜିଲ୍ଲାରୁ ପ୍ରସ୍ତାବ…

କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ହେଲେ ପଣ୍ଡିତ ବିଶିମାଝି

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ରାଜ୍ୟ ବିଜେପି ପକ୍ଷରୁ ଜ଼ିଲ୍ଲା ବିଜେପି ସଭାପତି ଙ୍କ ନାମ ଘୋଷଣା କରାଯାଇଛି l ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ଅଧକ୍ଷତା ରେ ଅବଶିଷ୍ଟ ଜ଼ିଲ୍ଲା ବିଜେପି ସଭାପତି ମାନଙ୍କୁ ଚୟନ କରାଯାଇ ନାମ ଘୋଷଣା…

୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର), ଭୁବନେଶ୍ୱର : ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (BJP)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା…

ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା (ସଞ୍ଜୀବ କୁମାର) :- ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଛାତ୍ରୀ ଜଣକ ବିଟେକ୍ ଛାତ୍ରୀ, ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଟ୍'ରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ…

କଳକୀ ସେନାବାହିନୀର ସନାତନୀ ଆଳତି ଓ ଗହଣଦଳ ପକ୍ଷରୁ ବ୍ରହ୍ମ ଏକାକ୍ଷର ମେଳା ।

ବୁଗୁଡ଼ା,୧୬/୦୨(ସୋରେନ କୁମାର ପ୍ରଧାନ): ମହାନ ସନାତନ ଧର୍ମ ର ପଚାର ପ୍ରସାର ସାଙ୍ଗକୁ ଜୀବ ମୁକ୍ତି ଓ ମାନବ ଜୀବନ ଦର୍ଶନର ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାଚୀନ ଆଠଗଡ଼ ରାଜ୍ୟର ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ୱର ମନ୍ଦିର ପରିସରରେ ଗଞ୍ଜା-ବ୍ରହ୍ମପୁର ମଣ୍ତଳର କଳକୀ ସେନାବାହିନୀ…

ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର 9ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପ୍ରସନ୍ନ କୁମାର ଦାଶ :- ପ୍ରତାପପୁର ଗ୍ରାମରେ ଥିବା ତୁମ୍ବେଶ୍ୱର ଶିଶୁ ମନ୍ଦିର ଠାରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ପାଣୀଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ସରପଞ୍ଚ ଦାଶ ବେହେରା, ମୁଖ୍ୟ ବକ୍ତା…
error: Content is protected !!