ପାରଳା ସହରର ପଟ୍ଟନାୟକ ବନ୍ଧ ସମୀକ୍ଷା କଲେ ବିଧାୟକ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସର୍ବ ପୁରାତନ ପୁଷ୍କରିଣୀ ମଧ୍ୟରେ ନାମ ରହିଥିଲା ପଟ୍ଟନାୟକ ବନ୍ଧ। ଦିନ ଥିଲା ହଜାର ହଜାର ଲୋକ ଗାଧୁଆ କାର୍ଯ୍ୟ ତଥା ଜିଲ୍ଲା ର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର କରି…

ମୀନାଝୋଲାଠାରେ ତୃତୀୟ ବାର୍ଷିକ ତ୍ରିବେଣୀ ଉତ୍ସବ ପାଳିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-ଚନ୍ଦ୍ରପୁର ୨୭.୨ ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମ ପଞ୍ଚାୟତର ଶ୍ରୀମିନାଝୋଲା ଠାରେ ଚନ୍ଦ୍ରପୁର ବ୍ଲକ ପ୍ରେସ କ୍ଲବ ତରଫରୁ ତୃତୀୟ ବାର୍ଷିକ ତ୍ରିବେଣୀ ମୋହଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଜଗନ୍ନାଥ ପୁର ପଞ୍ଚାୟତ ବ୍ରାହ୍ମଣ ଶାସନ ଓ ପୁରୁଷୋତ୍ତମପୁର ଏନଏସି ର ଚାଷୀ ମିଲର ଙ୍କ ମନ ମାନୀ ଯୋଗୁଁ ଅସନ୍ତୋଷ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନଥ ପୁର ପଞ୍ଚାୟତ ର ବ୍ରାହ୍ମଣ ଶାସନ ଗାଁର ଚାଷୀ ମାନେ ଧାନ ନେଇ ସେହିଗାଁ ରେ ଥିବା ମହୁରୀ କାଳୁଆ ରାଇସ ମିଲ ରେ ଧାନ ନେଇ ଯାଇଥିଲେ | ତେବେ ଚାଷୀ ମାନଙ୍କ କହିବା କଥା ଚାଷୀ ମାନଙ୍କ ଭଲ ଧାନ କୁ ଦେଖି ମଧ୍ୟ…

ପୁରୀରେ ଅନୁଷ୍ଠିତ ହେବ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ୯ମ ଜାତୀୟ…

 ଭୁବନେଶ୍ୱର,(ପି.ଆଇ.ବି):- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ଫେବ୍ରୁଆରି ୨୮ ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର ପୁରୀଠାରେ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ନବମ ଜାତୀୟ ଶିଖର ସମ୍ମିଳନୀ…

ଦାରିଙ୍ଗବାଡି ଠାରେ ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ କର୍ମଶାଳା ଉଦ୍‌ଘାଟିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ କର୍ମଶାଳା-୨୦୨୫ ଦାରିଙ୍ଗବାଡି ସ୍ଥିତ ଇକୋ ରିଟ୍ରିଟ୍ ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।…

ବନ୍ଧୁକ ମୁନରେ ଲୁଟିନେଲେ ୮ ଭରି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା : ଦୋକାନ ବଜାର ବନ୍ଦ, ରାସ୍ତାରୋକ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି | ବାରମ୍ବାର ଚୋରୀ, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସ କୁ ଚାଲେଞ୍ଜ ଦେଇ ଚାଲିଛନ୍ତି | ଏଭଳି ଘଟଣା…

ବାରଖମା ଧବଳେଶ୍ୱର ପୀଠ ରେ ବିଶ୍ୱଶାନ୍ତି ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ଦଶ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ବ୍ଳକ ଅନ୍ତର୍ଗତ ବାରଖମା ଧବଳେଶ୍ୱର ପୀଠ ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଧ୍ୟ ମହା ଶିବରାତ୍ରୀ ଉପଲକ୍ଷେ ବିଶ୍ୱ ଶାନ୍ତି ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି ଆଜି ସକାଳ 9.30 ମିନଟ ରେ ହୋମ ଯଜ୍ଞ…

ଚନ୍ଦ୍ରକଳ୍ପେଶ୍ବର ମନ୍ଦିରରେ ୧୦୦୮ଲିଟର କ୍ଷୀରଭିଷେକ।କୁକୁଡାଖଣ୍ଡି

କୁକୁଡାଖଣ୍ଡି,(ଇ, ରଞ୍ଜନ):- ବାଇଗଣବାଡି ସ୍ଥିତ ଚନ୍ଦ୍ରକଳ୍ପେଶ୍ବର ମନ୍ଦିରରେ ମହା ଶିବରାତ୍ର ଉପଲକ୍ଷେ ଶିବ ଲିଙ୍ଗ ରେ ୧୦୦୮ଲିଟର କ୍ଷୀରଭିଷେକ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ତତ୍ୱାବଧାନ ପୂଜାର୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଷୀରଭିଷେକ କାର୍ଯ୍ୟକ୍ରମ ରେ ଅତିଥି ଭାବେ…

ନୀଳମାଧଵ ମନ୍ଦିରରେ ମହା ଶିବରାତ୍ରୀ ଭିଡ଼

 ନୟାଗଡ(ପ୍ରଭାକର ଶିରୋମଣି ):- ପବିତ୍ର ଶିବ ରାତ୍ରୀ ଉପାସନା ଅବସରରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିସରରେ ପ୍ରତିଷ୍ଠିତ ସିଦ୍ଧେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ପାଇଁ ସକାଳ ଠାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଭିଡ଼ ଲାଗି…
error: Content is protected !!