ଚନ୍ଦ୍ରକଳ୍ପେଶ୍ବର ମନ୍ଦିରରେ ୧୦୦୮ଲିଟର କ୍ଷୀରଭିଷେକ।କୁକୁଡାଖଣ୍ଡି

କୁକୁଡାଖଣ୍ଡି,(ଇ, ରଞ୍ଜନ):- ବାଇଗଣବାଡି ସ୍ଥିତ ଚନ୍ଦ୍ରକଳ୍ପେଶ୍ବର ମନ୍ଦିରରେ ମହା ଶିବରାତ୍ର ଉପଲକ୍ଷେ ଶିବ ଲିଙ୍ଗ ରେ ୧୦୦୮ଲିଟର କ୍ଷୀରଭିଷେକ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ତତ୍ୱାବଧାନ ପୂଜାର୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଷୀରଭିଷେକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷା ବିଷ୍ନୁପ୍ରିୟା ପାତ୍ର, ବାଘଲଟି ସମିତିସଭ୍ୟ ସାରଥୀ ଗୌଡ଼,ବାଲିପଡ଼ା ସରପଞ୍ଚ ଝିଲ୍ଲୀ ସେଠି,ମହୁଡା ସମିତିସଭ୍ୟ ଯତୀନ୍ଦ୍ର ପାତ୍ର, ସନ୍ତୋଷ ଚୌଧୁରୀପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ପୂଜକ ଟିଟୁ ରାଉଳ, ଅଶୋକ କୁମାର ପ୍ରହରାଜ ପୂଜାକାର୍ଯ୍ୟ କରିଥିଲେ।ସତ୍ୟବାନ ବିଶୋଇ,ଜିତେନ୍ଦ୍ର ସେଠି, ବୃନ୍ଦାବନ କୋଠିଆ, ରଜିତ ପାତ୍ର, ସନ୍ତୋଷ ଚୌଧୁରୀ, ବାରିକ ପାତ୍ର,ପ୍ରତାପ ଚନ୍ଦ୍ର ମହାନ୍ତି,ପ୍ରଭାକର ପାତ୍ର, ବସନ୍ତ ବିଶୋଇ, କବିର ଡାକୁଆ,ରାଜେନ୍ଦ୍ର ବିଶୋଇ,ରୋହିତ ଦାସ ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

You might also like
error: Content is protected !!