ବାରଖମା ଧବଳେଶ୍ୱର ପୀଠ ରେ ବିଶ୍ୱଶାନ୍ତି ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ଦଶ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ବ୍ଳକ ଅନ୍ତର୍ଗତ ବାରଖମା ଧବଳେଶ୍ୱର ପୀଠ ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଧ୍ୟ ମହା ଶିବରାତ୍ରୀ ଉପଲକ୍ଷେ ବିଶ୍ୱ ଶାନ୍ତି ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି ଆଜି ସକାଳ 9.30 ମିନଟ ରେ ହୋମ ଯଜ୍ଞ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି l ବରିଷ୍ଠ ପୁରୋହିତ ଙ୍କ ଦ୍ୱାରା ନାମ ଆରମ୍ଭ ହୋଇଯାଇଛି lବାରଖମା ଗ୍ରାମ୍ୟ ବାରଖମା ଧବଳେଶ୍ୱର ପୀଠ ରେ ବିଶ୍ୱଶାନ୍ତି ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ଦଶ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମବାରଖମା ଧବଳେଶ୍ୱର ପୀଠ ରେ ବିଶ୍ୱଶାନ୍ତି ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ଦଶ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମକମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ତଥା ଜ଼ିଲ୍ଲାବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମୁଛି lଜ଼ିଲ୍ଲା ର କୋଣ ଅନୁକୋଣ ରୁ ଦଶ ହଜାର ରୁ ଭକ୍ତ ଶ୍ରଦ୍ଧାଳୁ ରୁ ଉର୍ଦ୍ଧ ଭକ୍ତ ଓ଼ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l

Smart Computer Ad
You might also like
error: Content is protected !!