ପୁରୁଷୋତ୍ତମପୁର ସହର ରେ ତିନିଗୋଟିପୁଞ୍ଜା ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ।
ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଗଣପର୍ବ ଭାବେ ପରିଚିତ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ଗତକାଲି ଠାରୁ ମାନସିକ ଧାରୀ ଭକ୍ତମାନେ ବିଭିନ୍ନ ପୁଞ୍ଜାକୁ ଯାଇ ଦଣ୍ଡ କାଳୀଙ୍କ ସେବାରେ ନିୟୋଜିତ ହୋଇ ଯାଇଛନ୍ତି । ଆଜି ସକାଳେ!-->!-->!-->…