ଓଡ଼ିଶା ଭିଜିଲାନ୍ସ ଶ୍ରୀ ସୁରଜାମଣି ପଟ୍ଟାଜୋଶୀ, (ମ୍ୟୁନିସିପାଲିଟି ଇଞ୍ଜିନିୟର), କାର୍ଯ୍ୟନିର୍ବାହୀ ଅଧିକାରୀ

ଓଡ଼ିଶା ଭିଜିଲାନ୍ସ ଶ୍ରୀ ସୁରଜାମଣି ପଟ୍ଟାଜୋଶୀ, (ମ୍ୟୁନିସିପାଲିଟି ଇଞ୍ଜିନିୟର), କାର୍ଯ୍ୟନିର୍ବାହୀ ଅଧିକାରୀ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ଅନେକ୍ ଦୁର୍ନୀତି ଖୋର ଅଫିସରଙ୍କ ଉପରେ ଭିଜିଲାନ୍ସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅନେକ ସମୟରେ ଦେଖିବାକୁ ଇଆଜି । ଦୁର୍ନୀତି ଖୋର ଅଫିସର ଙ୍କ ଉପରେ କଡ଼ା ନଜର ରଖିଛି ଭିଜିଲାନ୍ସ ଟିମ୍ ।
ଆଜି ସକାଳୁ ୨ ଟି ଭିଜିଲାନ୍ସର ଟିମ୍ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଆଗରୁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଙ୍କ ନାମରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା । ଏହାକୁ ଭିତ୍ତି କରି ପାଖାପାଖି ତିନି ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଅପେକ୍ଷା କରି ରହିଛନ୍ତି ଭିଜିଲାନ୍ସ ଟିମ୍ ଯେଉଁଥିର ୦୨ ଜଣ ଡିଏସ୍ ପି ଙ୍କ ନେତୃତ୍ଵରେ ପହଞ୍ଚନ୍ତି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବ୍ରହ୍ମପୁର ସମେତ ପ୍ରାୟ ୧୦ ଟି ସ୍ଥାନରେ ଚଢାଉ ହୋଇଥିବା ଯାହା ସୂଚନା ମିଳୁଛି ।

Smart Computer Ad
You might also like
error: Content is protected !!