ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀଙ୍କ କୃତିତ୍ୱ

ବାଲିଗୁଡା,୨୫.୦୩ [ସୁକାନ୍ତ କୁମାର ତ୍ରିପାଠୀ )ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ବାଲିଗୁଡା ର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି | କୃତିତ୍ୱ ହେବା ପରେ ଆସନ୍ତା ୨୯.୦୩.୨୦୨୫ ଠାରୁ ୦୧.୦୪.୨୦୨୫ ପର୍ଯ୍ୟନ୍ତ ତାମିଲନାଡୁର ଆଲଗାପା ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତ୍ତ ବିଶ୍ଵବିଦ୍ୟାଳୟ ସ୍ତରୀୟ ମହିଳା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ଦଳ ଅଂଶ ଗ୍ରହଣ କରିବ । ଏହି ୧୦ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀଙ୍କ କୃତିତ୍ୱବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀଙ୍କ କୃତିତ୍ୱ ଜଣିଆ ଦଳରେ ଆଦିବାସୀ ମହାବିଦ୍ୟାଳୟର ଅଲିଭା ସୁନେଲି ପ୍ରଧାନ ଦ୍ୱିତୀୟ ବର୍ଷ ବିଜ୍ଞାନ , ଡଲିନା ପ୍ରଧାନ ଦ୍ୱିତୀୟ ବର୍ଷ କଳା ଓ ମାଜନ୍ତି ମଲ୍ଲିକ ପ୍ରଥମ ବର୍ଷ କଳା ଛାତ୍ରୀ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ତରଫରୁ ଦଳ ପାଇଁ ମନୋନୀତ ହୋଇଛନ୍ତି । ଆଦିବାସୀ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଶ୍ରୀ ଗଙ୍ଗା ଧର ପଣ୍ଡାଙ୍କ ପ୍ରଚେଷ୍ଟା ରେ ଏହି ସଫଳତା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏହି କ୍ରୀଡାବିତ୍ ଙ୍କ ଉତ୍ତୋରତାର କାମନା କରିଛନ୍ତି ।

Smart Computer Ad
You might also like
error: Content is protected !!